କଂଗ୍ରେସର ଆରୋପ: ଶାସକ ଦଳ ସପକ୍ଷରେ ନିର୍ବାଚନ ଆୟୋଗ, ବିପଦରେ ଗଣତନ୍ତ୍ର
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ (ଇସି)ଙ୍କୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ। ନିର୍ବାଚନ ଆୟୋଗ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରୁ ନଥିବାରୁ ଏହା ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ ନିର୍ବାଚନ ଆୟୋଗ ଏକପାଖିଆ। ଶାସକ ଦଳ ସପକ୍ଷରେ…