ଭାରତୀୟ ବାୟୁସେନା ସୃଷ୍ଟି କଲା ଆଉ ଏକ ମାଇଲଖୁଣ୍ଟ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ସୃଷ୍ଟି କଲା ଆଉ ଏକ ମାଇଲଖୁଣ୍ଟ । ନାଇଟ୍ ଭିଜନ୍ ଗଗଲ୍ସ ସହାୟତାରେ ରାତି ସମୟରେ ଇଷ୍ଟର୍ଣ୍ଣ ସେକ୍ଟରରେ ସଫଳ ଭାବେ ଅବତରଣ କରିଛି ବାୟୁସେନାର ସି-୧୩୦ଜେ ବିମାନ । ଏହା ଭବିଷ୍ୟତରେ ଭାରତକୁ ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲାରେ ସହାୟକ ହେବ । ଭାରତୀୟ…