Latest Odisha News

BREAKING NEWS

ପରୀକ୍ଷା ଖାତାରେ କିଛି ଏପରି ଲେଖିଲେ ଛାତ୍ର, ଉତ୍ତର ଦେଖି ଶିକ୍ଷକଙ୍କ ଉଡିଗଲା ହୋସ

ନୂଆଦିଲ୍ଲୀ: ପ୍ରାୟ ସମୟରେ ସୋସିଆଲ ମିଡିଆରେ ଛାତ୍ରଛାତ୍ରୀ ମାନଙ୍କର ପରିକ୍ଷା ଉତ୍ତର ଖାତା ଭାଇରାଲ ହୋଇଥାଏ । ଯେଉଁଥିରେ ପିଲାମାନେ ଦିଆଯାଇଥିବା ପ୍ରଶ୍ନର ଏପରି ଉତ୍ତର ଦେଇଥାଆନ୍ତି ଯାହାକୁ ଦେଖି ଶିକ୍ଷକଙ୍କ ସହ ସମସ୍ତଙ୍କ ହୋସ ଉଡିଯାଏ । କିଛି କିଛି ଲୋକ ତ ଏହାକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ…

ଘୋଷଣା ହେଲା ଟି ୨୦ ବିଶ୍ବକପ ଦଳ

ନୂଆଦିଲ୍ଲୀ: ଘୋଷଣା ହେଲା ଭାରତୀୟ ବିଶ୍ବକପ ଦଳ ।ବିସିସିଆଇ ଟି ୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳିବ ଟିମ ଇଣ୍ଡିଆ । ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ),ହାର୍ଦ୍ଦିକ ପାଣ୍ଡ୍ୟା(ଉପଅଧିନାୟକ)ଙ୍କ ସହ ବିରାଟ କୋହଲି, ସୂର୍ଯ୍ୟକୁମାର…

ବିଜେପି ଛାଡିବା ପରେ ଅପରାଜିତାଙ୍କୁ ଟାର୍ଗେଟ କଲେ କାଳୁଚରଣ; ‘ସ୍ବାଧୀନ ଭାବେ ଲଢି ତାଙ୍କୁ ଖୋର୍ଦ୍ଧାରୁ ବିଦାୟ…

ଭୁବନେଶ୍ବର: ବିଜେପି ରୁ ଇସ୍ତଫା ଦେଲେ କାଳୁଚରଣ ଖଣ୍ଡାୟତରାୟ । ସେ ଆଜି ତାଙ୍କ ଶହ ଶହ ସମର୍ଥକଙ୍କ ସହ ବିଜେପି ଛାଡିଛନ୍ତି । ଖୋର୍ଦ୍ଧା ବିଧାନସଭା ବିଜେପି ଆଶାୟୀ ପ୍ରାର୍ଥୀ ଥିଲେ କାଳୁଚରଣ । ହେଲେ ଦଳ ତାଙ୍କୁ ଟିକେଟ୍ ନଦେଇ ତାଙ୍କ ସ୍ଥାନରେ ବିଜେଡିରୁ ସଦ୍ୟ ଆସି ବିଜେପିରେ ମିଶିଥିବା…

ଭାରତୀୟ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଡମିରାଲ୍ ଦିନେଶ ତ୍ରିପାଠୀ

ନୂଆଦିଲ୍ଲୀ: ଆଡମିରାଲ ଦିନେଶ କୁମାର ତ୍ରିପାଠୀଙ୍କୁ ମିଳିଲା ନୌସେନା ମୁଖ୍ୟ ଦାୟିତ୍ୱ । ଏହା ପୂର୍ବରୁ ନୌସେନାର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତ୍ୱରାନ୍ୱିତ କରିଥିଲେ ଦିନେଶ । ନୌସେନାର ମୁଖ୍ୟ ଆର.ହରି କୁମାରଙ୍କ ଅବସର ପରେ ବର୍ତ୍ତମାନ ତାଙ୍କ ସ୍ଥାନରେ ଆଡମିରାଲ ଦିନେଶ କୁମାରଙ୍କୁ ନିଯୁକ୍ତି…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ଧରାପଡିଲେ ଏଆରଆଇ

ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ଧରା ପଡିଲେ ଏଆରଆଇ । ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ଏଆରଆଇ ରେସ୍ମା ମାଝୀ ଓ ତାଙ୍କ ସହଯୋଗୀ ବାବୁଲାଲ ନନ୍ଦ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ଭିଜିଲାନ୍ସ ଟିମ୍ ହାତରେ । ଏମାନେ ଜମି ନୋଟିଫିକେସନ ବାବଦକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା…

ନିର୍ବାଚନୀ ଯାଞ୍ଚ ବେଳେ ବୁଲେଟ୍ ଡିକିରୁ ମିଳିଲା ୧ ଲକ୍ଷ ୯୫ ହଜାର ଟଙ୍କା

ସୁବର୍ଣ୍ଣପୁର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ମିଶ୍ରପାଲି ଛକ ନିକଟରେ ପୋଲିସ ଗାଡି ମୋଟର କଡାକଡି ଯାଞ୍ଚ କରାଯାଉଛି । ଆଜି ଏହି ଯାଞ୍ଚ ସମୟରେ ଏକ ବୁଲେଟ ଡିକି ରୁ ୧ ଲକ୍ଷ ୯୫ ହଜାର ଟଙ୍କା ଜବତ କରିଛି ବିନିକା ପୋଲିସ । ସୂଚନା ଅନୁସାରେ, ଜିଲ୍ଲାର…

ଅପରାଜିତା ଷଡଙ୍ଗୀ ଜଣେ ମିଛେଇ ରାଣୀ: ଅଭିନେତା ଅଖିଳ ପଟ୍ଟନାୟକ

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖେଇ ଆସୁଛି ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି। ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପି ଟିକେଟ୍ ଆଶାୟୀମାନଙ୍କ ନାଁ କଟିବାରୁ ଅପରାଜିତାଙ୍କ ଉପରେ ବର୍ଷିଛନ୍ତି ନେତା। ଯୁଗାଂଶୁ ପଣ୍ଡା ଏବଂ କାଳୁ…

ଇନଷ୍ଟାରେ ଏଣ୍ଟ୍ରୀ କରିବା ମାତ୍ରେ ଫେମସ ହୋଲେ ଛୋଟେ ନବାବ, ଗୋଟିଏ ପୋଷ୍ଟରୁ ବଢିଲେ ଏତେ ସଂଖ୍ୟକ ଫଲୋଅର

ମୁମ୍ବାଇ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇଷ୍ଟାଗ୍ରାମ ରେ ଡେବ୍ୟୁ କରିଛନ୍ତି ବଲିଉଡର ଛୋଟେ ନବାବ ଇବ୍ରାହିମ ଅଲ୍ଲୀ ଖାନ୍ । ସୋସିଆଲ ମିଡିଆରେ ପାଦ ରଖୁ ରଖୁ ତାଙ୍କ ଫଲୋଅରଙ୍କ ସଂଖ୍ୟା ବଢିବାରେ ଲାଗିଛି । ଇଷ୍ଟାଗ୍ରାମରେ ସେ ନିଜର ଚାରୋଟି ଭିନ୍ନ ଭିନ୍ନ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ…

ଲଗାଣ ବର୍ଷାରେ ବେହାଲ ଜାମ୍ମୁ କାଶ୍ମୀର, ବିଭିନ୍ନ ସ୍ଥାନରେ ଭୂସ୍ଖଳନ

ଶ୍ରୀନଗର: ଗତ ଚାରି ଦିନ ଧରି ଜାମ୍ମୁ କାଶ୍ମୀରରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ବେହାଲ ହୋଇଛି ପୁରା ଜାମ୍ମୁ କାଶ୍ମୀର । ସେପଟେ ଭାରୀ ବର୍ଷା କାରଣରୁ ଅନେକ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି । ଭୂସ୍ଖଳନ କାରଣରୁ ୨୦ରୁ ଅଧିକ ଘର ଧସିଯାଇଥିବା ବେଳେ କିଛି…

ରେକର୍ଡ ଭାଙ୍ଗିଲା ଓଡିଶା ତାତି, ୪୬ ଡିଗ୍ରୀ ତାପମାତ୍ରାରେ ଭାଜି ହେଲା ବାଲେଶ୍ଵର

ଭୁବନେଶ୍ଵର: ରେକର୍ଡ ଭାଙ୍ଗିଲା ଓଡିଶା ତାତି । ୪୬ ଡିଗ୍ରୀ ତାପମାତ୍ରାରେ ଭାଜି ହେଲା ବାଲେଶ୍ଵର । ଚଳିତବର୍ଷର ରେକର୍ଡ ଭାଙ୍ଗିଛି ତାପମାତ୍ରା । ନିଆଁ ବର୍ଷାରେ ଭିଜିଛି ବାଲେଶ୍ଵର ଜିଲ୍ଲା । ସେପଟେ ଚଳିତବର୍ଷ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ମଧ୍ୟ ୪୫ ଡିଗ୍ରୀ ଅତିକ୍ରମ କରି ରେକର୍ଡ…