Latest Odisha News

BREAKING NEWS

ଆଜିଠୁ କଟକରେ ୧୪୪ ଧାରା ଜାରି, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

କଟକ: ଆସନ୍ତା ୨୫ ତାରିଖରେ ରାଜ୍ୟରେ ୬ ଲୋକସଭା, ୪୨ ବିଧାନସଭାରେ ମତଦାନ ହେବାକୁ ଯାଉଛି। ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ହେବାକୁ ଥିବା ମତଦାନ ପାଇଁ କଟକ ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୧୪୪ ଧାରା ଜାରି କରିଛନ୍ତି। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ…

ଆଜି ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍ ପ୍ରଚାର: ୨୫ରେ ୬ ଲୋକସଭା, ୪୨ ବିଧାନସଭାରେ ମତଦାନ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଶେଷ ହେବ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର। ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ସମେତ ଏହା ଅଧିନରେ ଥିବା ୪୨ ବିଧାନସଭାରେ ଭୋଟ ହେବ। ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର…

ଖରାଦିନେ ଫ୍ରିଜ ପାଣି ପିଉଥିଲେ ସାବଧାନ

ଭୁବନେଶ୍ଵର: ଖରାଦିନେ ଅଧିକାଂଶ ଲୋକ ଥଣ୍ଡା ପାଣି ଏବଂ ମୃଦୁ ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି। ଫ୍ରିଜରେ ରଖା ଯାଇଥିବା ଥଣ୍ଡା ପାଣି ବା କୋଲ୍ଡ୍ ଡ୍ରିଙ୍କସ୍ ପିଇ ଲୋକ ଆରାମ ପାଇଥାନ୍ତି। ହେଲେ ଜାଣନ୍ତି କି, ଏହା ଫଳରେ ଆପଣଙ୍କ ଶରୀରରେ କ’ଣ ସବୁ କ୍ଷତି ହୋଇଥାଏ? ବିଶେଷଜ୍ଞମାନେ କୁହନ୍ତି,…

ବିଜେପି ୩୦୦ ପାର କିନ୍ତୁ ଇଣ୍ଡିଆ ମେଣ୍ଟ ଭଲ ପ୍ରଦର୍ଶନ କରିବ: ଇୟାନ ବ୍ରେମର

ନୂଆଦିଲ୍ଲୀ: ଆମେରିକାର ରାଜନୈତିକ ବିଶେଷଜ୍ଞ ଇଆନ୍ ବ୍ରେମର୍ ଚଳିତ ଲୋକସଭା ନିର୍ବାଚନରେ ବିଜେପିକୁ ୩୦୫ ଟି ଆସନ ମିଳିବ ବୋଲି ପୂର୍ବାନୁମାନ କରିଛନ୍ତି। ୟୁରେସିଆ ଗ୍ରୁପ୍ କହିଛି ମୋଦୀଙ୍କ ନେତୃତ୍ବାଧୀନ ବିଜେପି ୩୦୫ରୁ ଅଧିକ ୧୦ କିମ୍ବା ୧୦ କମ୍ ଆସନ ଜତିପାରେ। ୫ ବର୍ଷ ପୂର୍ବେ ଯାହା…

ଅଲଗା ହେବେ କି ହାର୍ଦ୍ଦିକ ଆଉ ନତାଶା !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖରାପ ବେଳା ଚାଲିଛି । ଆଇପିଏଲରେ ତାଙ୍କ ନେତୃତ୍ୱ ଓ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ତାଙ୍କ ନେତୃତ୍ୱରେ ମୁମ୍ବାଇ ୧୦ମ ସ୍ଥାନରେ ରହିଥିଲା । ଏବେ ଏକ ରିପୋର୍ଟ ଅନୁସାରେ ହାର୍ଦ୍ଦିକ ଓ ତାଙ୍କ ପତ୍ନୀ…

ଆଇପିଏଲରେ ଇତିହାସ ରଚିଲେ କୋହଲି

ଅହମ୍ମଦାବାଦ: ଚଳିତ ଆଇପିଏଲରେ ବୁଧବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ ଅବସରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ଖେଳାଳି ବିରାଟ କୋହଲି ଇତିହାସ ରଚିଛନ୍ତି । ସେ ଆଇପିଏଲର ପ୍ରଥମ ଖେଳାଳି ଭାବେ ୮୦୦୦ ରନ ପୂର୍ଣ୍ଣ କରିଛନ୍ତି । ଏଲିମିନେଟର ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି…

ଇନଷ୍ଟାଗ୍ରାମରେ ଆପଣଙ୍କ ପୋଷ୍ଟ ଡିଲେଟ ହୋଇଯାଇଛି କି? ତେବେ ଜାଣନ୍ତୁ କିପରି କରିବେ ରିକଭର

ଭୁବନେଶ୍ଵର: ଆଜିକାଲିର ଇଣ୍ଟରନେଟ ଯୁଗରେ ସୋସିଆଲ ମିଡିଆ ପ୍ଲାଟଫର୍ମର କ୍ରେଜ ବେଶି । ସୋସିଆଲ ମିଡିଆରେ ଅନେକ ଗୁଡିଏ ପ୍ଲାଟଫର୍ମ ଥିଲେ ମଧ୍ୟ ଅଧିକାଂଶ ଲୋକଙ୍କର ପ୍ରଥମ ପସନ୍ଦ ଇନଷ୍ଟାଗ୍ରାମ । ଇନଷ୍ଟାଗ୍ରାମରେ ଅନେକଗୁଡିଏ ମହତ୍ଵପୂର୍ଣ୍ଣ ଫିଚର ମଧ୍ୟ ଉପଲବ୍ଧ, ଯାହା ଉପଭୋକ୍ତାମାନଙ୍କୁ ଅନେକ…

ବାରିପଦାରୁ ୫୬ ଗ୍ୟାସ୍ ସିଲିଣ୍ଡର ଚୋରି ଘଟଣା: ୮ ଗିରଫ, ୧୮ ସିଲିଣ୍ଡର ଜବତ

ବାରିପଦା: ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମାଖୁଣ୍ଟା ଅଞ୍ଚଳର ଏକ ଏଚପି ଗ୍ୟାସ୍ ଗୋଦାମରୁ ୫୬ ଟି ସିଲିଣ୍ଡର୍ ଚୋରି ହେବା ଘଟଣା । ଏହି ଘଟଣାରେ ଆଜି ୮ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଗିରଫ ଅଭିଯୁକ୍ତ ମାନେ ହେଲେ ମୟୂରଭଞ୍ଜ ବଡ଼ସାହି ଅଞ୍ଚଳର । ସେମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ…

ବିଶିଷ୍ଟ କବି ତଥା ସଂପାଦକ ସୁନିଲ ପୃଷ୍ଟିଙ୍କ ପରଲୋକ

ଭୁବନେଶ୍ଵର: ବିଶିଷ୍ଟ କବି ତଥା ‘ସଚିତ୍ର ବିଜୟା’ର ସଂପାଦକ ସୁନିଲ ପୃଷ୍ଟିଙ୍କ ପରଲୋକ । ୬୧ ବର୍ଷ ବୟସରେ କବି ସୁନିଲ ପୃଷ୍ଟିଙ୍କ ପରଲୋକ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ୧୯୬୩ ମସିହାରେ ବରଗଡରେ ଜନ୍ମ ଗ୍ରହଣ କରିଥିଲେ ସୁନିଲ ।…

ଆମ୍ରୀ ଏବେ ମଣିପାଲ୍ ହସ୍ପିଟାଲ୍ସ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ

ଭୁବନେଶ୍ବର: ଭାରତର ଦ୍ବିତୀୟ ବୃହତ୍ତମ ଡାକ୍ତରଖାନା ଶୃଙ୍ଖଳା ମଣିପାଲ ହସ୍ପିଟାଲ୍ସ ୨୦୨୩ ସେପ୍ଟେମ୍ବରରେ ଅଧିଗ୍ରହଣ କରିଥିବା ଭୁବନେଶ୍ୱରର ୪୦୦ ଶଯ୍ୟା ବିଶିଷ୍ଟ ଆମ୍ରୀ ହସ୍ପିଟାଲ୍ କୁ ସଫଳତାର ସହ ନିଜ ବ୍ରାଣ୍ଡରେ ଏକକୀକରଣ କରିଛି । ମେ' ୨୨ ତାରିଖରୁ ଏହି ହସ୍ପିଟାଲ ଏହାର ବିଭିନ୍ନ…