ଭୁବନେଶ୍ବରରେ ବୁଲିଲା ଖଣ୍ଡା, ୨ ଆହତ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ହଣାକଟା। ବିଳମ୍ୱିତ ରାତିରେ ବୁଲିଲା ତେଲେଙ୍ଗା କଟୁରୀ। ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତା ରାତିରେ ଆକ୍ରମଣ କରିଛି କିଛି ଦୃର୍ବୁତ୍ତ।ଲକ୍ଷ୍ମୀସାଗର ଅଞ୍ଚଳରେ…