Latest Odisha News

BREAKING NEWS

କିର୍ଗିଜସ୍ଥାନରେ ହିଂସାକାଣ୍ଡ:  ଅନ୍ଧାର ଘରେ ଫସିରହିଛନ୍ତି ଭାରତୀୟ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ:  ହିଂସାରୁ ବଞ୍ଚିବା ପାଇଁ ଅନ୍ଧାର କାଫେରେ ଲୁଚିଛନ୍ତି କିର୍ଗିଜସ୍ଥାନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀ । ବର୍ତ୍ତମାନ ହଷ୍ଟେଲରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ସେ କହିଛନ୍ତି, ସ୍ଥିତି ନିୟନ୍ତ୍ରଣରେ ଅଛି  ।  ଆମେ…

ଆରପାରିରେ ଆଇସକ୍ରିମ ମ୍ୟାନ ରଘୁନନ୍ଦନ କାମତ

ନୂଆଦିଲ୍ଲୀ: ଆରପାରିରେ ନେଚୁରାଲ ଆଇସକ୍ରିମର ଫାଉଣ୍ଡର ରଘୁନନ୍ଦନ କାମତ । ସାରା ଦେଶକୁ ଆଇସକ୍ରିମ ଯୋଗାଉଥିବା ରଘୁନନ୍ଦନ ୭୫ ବର୍ଷ ବୟସରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରଘୁନନ୍ଦନ କାମତଙ୍କୁ ଲୋକମାନେ ଶ୍ରଦ୍ଧାର ସହ ଆଇସକ୍ରିମ ମ୍ୟାନ ଅଫ ଇଣ୍ଡିଆ ବୋଲି ଡାକନ୍ତି । ତେବେ…

ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ୬ ଜିଲ୍ଲାକୁ ୩ ଘଣ୍ଟିଆ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର:ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ। ଏହାସଙ୍ଗକୁ କଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ମଧ୍ୟ ଅନୁଭୁତ ହୋଇଛି। ଫଳରେ ଅଧିକାଂଶ ସ୍ଥାନରେ ମିଶ୍ରିତ ପାଗ ରହୁଛି । ସେହିପରି କିଛି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ଧରଣର ବର୍ଷା ଲାଗି ରହିଛି । ତେବେ ଆଜି ରାଜ୍ୟରେ…

‘ଓଡ଼ିଶାରେ ବେଙ୍ଗଲ ସ୍ଥିତି କରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ’

ଭୁବନେଶ୍ବର: ‘ଓଡିଶାରେ ବେଙ୍ଗଲ ସ୍ଥିତି କରିବାକୁ ଚାହୁଁଛନ୍ତି ନବୀନ ଓ ତାଙ୍କ ଗୁମାସ୍ତା । ସତର୍କ ହେଇଯାଆନ୍ତୁ, ବିଜେପି ସରକାର ଆସୁଛି ।' ପ୍ରେସମିଟ କରି ବିଜେଡି ଉପରେ ବର୍ଷିଲେ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । କହିଲେ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମ…

ରାତି ପାହିଲେ ପଞ୍ଚମ ପର୍ଯ୍ୟାୟ ମତଦାନ, ଭୋଟ ଦେବେ ୮.୯୫ କୋଟି ଲୋକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ୪ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ରାତି ପାହିଲେ ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ । ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୪୯ଟି ଲୋକସଭା ଆସନରେ ହେବ ଭୋଟିଂ । ବିହାରର ୫, ଝାଡ଼ଖଣ୍ଡର ୩, ମହାରାଷ୍ଟ୍ରର ୧୩, ଓଡ଼ିଶାର ୫, ଉତ୍ତର…

ପାଣ୍ଡିଆନଙ୍କୁ ଅପରାଜିତାଙ୍କ ପରାମର୍ଶ: କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ନକରାତ୍ମକ ଟିପ୍ପଣୀ କରନ୍ତୁ ନାହିଁ, ସୀମା…

ଭୁବନେଶ୍ୱର: ଆଜି କେନ୍ଦୁଝରରେ ଉଭୟ ରାଜ୍ୟ ଓ କେନ୍ଦ୍ର ନେତାଙ୍କ ପ୍ରଚାର ଜୋରଦାର ଚାଲିଛି। ଚଳଚଞ୍ଚଳ ରାଜନୀତି। ଉଭୟ ଦଳ ଉଭୟଙ୍କୁ ଟାର୍ଗେଟ୍ କରି ଜନତାଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ଏହାରି ଭିତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି…

ପୁଣି ପତଞ୍ଜଳିକୁ ଝଟକା,ଖରାପମାନର ସୁନ ପାମ୍ପୁଡି ବିକି କର୍ମଚାରୀଙ୍କୁ ଜେଲ୍

ନୂଆଦିଲ୍ଲୀ: ପୁଣି ପତଞ୍ଜଳିକୁ ଝଟକା। ନିକଟରେ ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ଯୋଗଗୁରୁ ବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣ  ଅଢୁଆରେ ପଡିଥିଲେ । ବର୍ତମାନ ପତଞ୍ଜଳି ଆୟୁର୍ବେଦ ପ୍ରାଇଭେଟ ଲିମିଟେଡର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ସମେତ ୩ଜଣଙ୍କୁ ୬ମାସ ଜେଲ୍…

‘୫୦ ବର୍ଷ କଂଗ୍ରେସ, ୨୫ ବର୍ଷ ବିଜେଡି, ତଥାପି ଓଡିଶା ପଛରେ’

ରେଢାଖୋଲ: ‘ଏଠି ୫୦ ବର୍ଷ କଂଗ୍ରେସ ଓ ୨୫ ବର୍ଷ ବିଜେଡି ଶାସନ କରିଛି । ହେଲେ ଓଡିଶା ଯେଉଁଠି ପହଞ୍ଚିବା କଥା ସେଠି ପହଞ୍ଚିପାରିଲା ନାହିଁ । ଏପରିକି ରତ୍ନ ଭଣ୍ଡାର ଚାବି ବି ହଜାଇ ଦେଲେ । ବିଜେପି କେବଳ କ୍ଷମତାରେ ରହିବାକୁ ରାଜନୀତି କରେନି । ବିକଶିତ ଦେଶ ଗଠନ ଆମର ମୁଖ୍ୟ ଉଦ୍ଦେଶ୍ୟ ।’-:…

ପୁରୀରେ ମୋଦୀଙ୍କ ମେଗା ରୋଡ ଶୋ’; ମୁତୟନ ହେବେ ୬୩ ପ୍ଲାଟୁନ ଫୋର୍ସ

ପୁରୀ: ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ପାଓ୍ବାର ଦେଖାଇବେ ମୋଦୀ । ସକାଳ ୭ଟାରେ ମହାପ୍ରଭୁଙ୍କ ଦର୍ଶନ ପରେ କରିବେ ମେଗା ରୋଡ ଶୋ’। ଏଥି ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ବ୍ୟବସ୍ଥା କରାଯିବ ସହ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପୁରୀ ଏସ୍ପିଙ୍କ ସୂଚନା ଅନୁଯାୟୀ,…

ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ, କେନ୍ଦୁଝରରେ ଆଦିବାସୀ ଭୋଟରଙ୍କୁ ପାଣ୍ଡିଆନଙ୍କ ଭୋଟ ଅପିଲ

କେନ୍ଦୁଝର: ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ମୁଖ୍ୟମନ୍ତ୍ରୀ । ଭାଷଣ ଆରମ୍ଭରୁ ଖରାରେ ଆସିଥିବା ଜନତାଙ୍କୁ ଧନ୍ୟବାଦ ଜଣାଇଲେ ନବୀନ । କହିଲେ ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଆସ୍ତ୍ର। କେନ୍ଦୁଝର ଲୋକସଭା…