Latest Odisha News

BREAKING NEWS

ପୁରୀ ଜିଲ୍ଲାରେ ୨ଟି ପର୍ଯ୍ୟାୟରେ ହେବ ମତଦାନ, ଜାଣନ୍ତୁ କେଉଁ ନିର୍ବାଚନମଣ୍ଡଳୀରେ କେଉଁ ଦିନ ପଡିବ ଭୋଟ୍

ପୁରୀ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ମେ ୧୩ରେ ଆରମ୍ଭ ହେବାକୁ ଥିବାବେଳେ, ପୁରୀ ଜିଲ୍ଲାର ଦୁଇଟି ଲୋକସଭା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୬ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ୧୭ ପୁରୀ ଲୋକସଭା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୧୦୭ ପୁରୀ ବିଧାନସଭା…

ଜଳୁଛି ଓଡ଼ିଶା; ସାଢ଼େ ୨ ସୁଦ୍ଧା ୪୩.୫ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ଵର: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି । ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ । ସ୍ଥିତି ଯାହା ଥିଲା ଆହୁରି ବିଗିଡ଼ିବ। ତେବେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବ ।…

ସନ୍ଦେଶଖାଲି ମାମଲା, ବଙ୍ଗଳାର ବିଭିନ୍ନ ସ୍ଥାନରେ ସିବିଆଇ ଚଢାଉ

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଅନେକ ସ୍ଥାନରେ ଚଢ଼ାଉ କରିଛି ସିବିଆଇ । ବିଭିନ୍ନ ସ୍ଥାନରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି ଅନୁସନ୍ଧାନକାରୀ ସଂସ୍ଥା । ସୂଚନା ଅନୁସାରେ, ସିବିଆଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ତିନୋଟି ଏଫ୍‌ଆଇଆର୍‌ ରୁଜୁ କରିଛି…

ହଠାତ୍ ହୁତୁ ହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍, ଅଳ୍ପକେ ବଞ୍ଚିଲେ ୪୦ ଯାତ୍ରୀ

ଢେଙ୍କାନାଳ: ବସ୍‌ରେ ହଠାତ୍‌ ଲାଗିଲା ନିଆଁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲାର ୫୫ ନମ୍ବର ଜାତୀୟ ରାଜପଥରେ । ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି । ଖବର ମୁତାବକ, ଅନୁଗୁଳ ରୁ ଭୁବନେଶ୍ୱର ଯାଉଥିବା ପ୍ରିୟାଂଶି ନାମକ ବସ୍‌ ଆଜି ଢେଙ୍କାନାଳ…

ଟଙ୍କାକୁ ନେଇ ବିବାଦ, ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ଓ ତାଙ୍କ ବନ୍ଧୁ ଟୋଲ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛତ୍ରପୁରର ବାଗେଶ୍ୱର ଧାମର ମୁଖ୍ୟ ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ଶାଲିଗ୍ରାମ ଗର୍ଗଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ଶାଲିଗ୍ରାମ ବିଳମ୍ବିତ ରାତିରେ ସାଗର ରୋଡରେ ଅବସ୍ଥିତ ମୁଗୱାରୀ ଟୋଲ ପ୍ଲାଜାର କର୍ମଚାରୀଙ୍କୁ ଆକ୍ରମଣ…

ଉମରକୋଟ ଓ ଝରିଗାଁରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, କହିଲେ ଶଙ୍ଖ ବିକାଶର ପରିଚୟ

ନବରଙ୍ଗପୁର: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ପରିମାଣର ଭୋଟଦେଇ…

ଭିଭିପାଟ୍ ଯାଞ୍ଚ ଆବେଦନ ଖାରଜ, ବାଲଟ ବକ୍ସ ଆବେଦନକାରୀଙ୍କୁ ଝଟକା କହି କଟାକ୍ଷ କଲେ ମୋଦୀ

ନୂଆଦିଲ୍ଲୀ: ଭୋଟ୍ ଦେବା ପରେ ଭିଭିପାଟ୍ ଯାଞ୍ଚ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରିଛନ୍ତି। କୋର୍ଟଙ୍କ ରାୟ ବିରୋଧୀ ଦଳର ବଡ଼ ପରାଜୟ ବୋଲି ସେ କହିଛନ୍ତି। ବିହାରର ଏକ ରାଲିରେ ସେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍…

ଜେଇଇ ମେନରେ ଓଡ଼ିଶାର ପ୍ରଥମ ସ୍ଥାନରେ ଅନ୍ବେଶ ଶୁଭମ ପ୍ରଧାନ, ଜାଣନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ବାର୍ତ୍ତା…

ଭୁବନେଶ୍ୱର: ଡିଏଭି ଚନ୍ଦ୍ରଶେଖରପୁରର ଅନ୍ବେଶ ଶୁଭମ ପ୍ରଧାନ ୨୦୨୪ ଯୁଗ୍ମ ପ୍ରବେଶିକା ପରୀକ୍ଷା (ମେନ୍) ସେସନ-୨ରେ ଉଲ୍ଲେଖନୀୟ ୯୯.୯୯୭୧୬୪୩ ପ୍ରତିଶତ ହାସଲ କରିଛନ୍ତି। ଯିଏକି ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ଉଭା ହୋଇଛନ୍ତି। ନିରନ୍ତର ଶିକ୍ଷାଗତ ସଫଳତା ହାସଲ କରିଥିବା ଅନ୍ବେଶ…

ଏପ୍ରିଲ ୨୭ରୁ ଦିଲ୍ଲୀରେ ନିର୍ବାଚନ ପ୍ରଚାର ଆରମ୍ଭ କରିବ ଆପ୍, ସୁନୀତା କେଜ୍ରିୱାଲ ସମ୍ଭାଳିବେ ମୋର୍ଚ୍ଚା

ନୂଆଦିଲ୍ଲୀ: ମେ ୨୫ ତାରିଖ ଦିନ ଦିଲ୍ଲୀରେ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏହି ଦିନ ରାଜଧାନୀର ସମସ୍ତ ୭ଟି ଆସନରେ ମତଦାନ ଅନୁଷ୍ଠିତ ହେବ। ତିହାର ଜେଲରେ ରହୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏପ୍ରିଲ ୨୭ ଶନିବାର…

ଉତ୍ତରାଧିକାରୀ ଟିକସକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଜ୍ଞାନ ନାହିଁ: ଭୂପେଶ ବାଘେଲ

ରାୟପୁର: ରାଜନନ୍ଦଗାଓଁରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତରାଧିକାର ଟିକସ ଉପରେ ମନ୍ତବ୍ୟକୁ ଖୋଲାଖୋଲି ସମାଲୋଚନା କରିଛନ୍ତି। ବାଘେଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଜଣେ ମିଛ କହୁଥିବା ବ୍ୟକ୍ତି।…