Latest Odisha News

BREAKING NEWS

ରୋହିତ କହିଲେ ‘ସରି ରିଙ୍କୁ’!

ଭୁବନେଶ୍ବର: ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳର ଚୟନ ହୋଇସାରିଛି। ହେଲେ ଏବେବି ଚୟନକୁ ନେଇ ଲାଗି ରହିଛି ବିବାଦ। ଏ ବିବାଦ କେବଳ ଜଣେ ଖେଳାଳିଙ୍କୁ ବାଦ୍ ଦେବାକୁ ନେଇ। ଏବେବି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ରିଙ୍କୁ ସିଂ। ବିଶ୍ଵକପ ଟିମରେ କାହିଁକି ରିଙ୍କୁଙ୍କୁ ମିଳିଲାନି ସ୍ଥାନ,…

୭୯ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ମେଟା ଲଗାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ମେଟା ମାଲିକାନା ହ୍ବାଟସ ଆପ କହିଛି ଯେ ମାର୍ଚ୍ଚରେ ଭାରତରେ ୭୯ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରାଯାଇଛି। ମାର୍ଚ୍ଚ ୧ ରୁ ୩୧ ଅବଧି ମଧ୍ୟରେ ୭,୯୫୪,୦୦୦ ହ୍ବାଟସ ଆପ ଆକାଉଣ୍ଟକୁ ନିଷିଦ୍ଧ କରାଯାଇଥିଲା ଏବଂ ବ୍ୟବହାରକାରୀଙ୍କ କୌଣସି ରିପୋର୍ଟ ପୂର୍ବରୁ ମଧ୍ୟ ୧,୪୩୦,୦୦୦ରୁ…

୧୦ରେ ଭୁବନେଶ୍ବରରେ ମୋଦୀଙ୍କ ରୋଡ ଶୋ

ଭୁବନେଶ୍ବର: ପୁଣି ଆସନ୍ତା ସପ୍ତାହରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତାକାଲି ଅର୍ଥାତ ୫ ଓ ୬ ତାରିଖର ଗସ୍ତ ପରେ ପୁଣି ୧୦ ଓ ୧୧ ତାରିଖରେ ଓଡିଶା ଆସିବେ ମୋଦୀ । ୨ ଦିନିଆ ଗସ୍ତ ଅର୍ଥାତ୍ ଆଗାମୀ ୧୦ ଓ ୧୧ ତାରିଖରେ  ଭୁବନେଶ୍ବର ଆସୁଛନ୍ତି ମୋଦୀ । ମେ ୧୦ ରେ ଭୁବନେଶ୍ବରରେ…

ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଏକ ଭଡା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବତୀଙ୍କ ନାଁ ବିଷ୍ଣୁପ୍ରିୟା ରାଉତ । ତେବେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକେ । ଅଭିଯୋଗକୁ ଭିତ୍ତି କରି ତଦନ୍ତ କରୁଛି ପୋଲିସ । ଖବର ମୁତାବକ, ବିଷ୍ଣୁପ୍ରିୟା ତାଙ୍କ…

ଆରବ ସାଗରରେ ପୁଣିଥରେ ପରାକ୍ରମ ଦେଖାଇଲା ଭାରତୀୟ ନୌସେନା, ବଞ୍ଚାଇଲା ୨୦ ପାକିସ୍ତାନୀଙ୍କ ଜୀବନ

ନୂଆଦିଲ୍ଲୀ: ଆରବ ସାଗରରେ ପୁଣିଥରେ ପରାକ୍ରମ ଦେଖାଇଲା ଭାରତୀୟ ନୌସେନା । ଗତ କିଛି ଦିନ ଧରି ଆରବ ସାଗରରେ ଲଗାତାର ଭାବରେ ଅନ୍ୟ ଦେଶକୁ ସାହାର୍ଯ୍ୟ କରିବାରେ ଲାଗିଛି ଭାରତୀୟ ନୌସେନା । ଯେକୌଣସି ଜରୁରୀକାଳିନ ସମୟରେ ସେ ଜଳଦସ୍ୟୁଙ୍କ ଠାରୁ ଉଦ୍ଧାର କରିବା ହେଉ କିମ୍ବା ମେଡିକାଲ ସହାୟତାରେ…

ପ୍ରାର୍ଥୀ ବଦଳ ଜାଣିପାରି ଫେରାଇ ଦେଲେ ଟିକେଟ: ଅଜୟ କୁମାର

ଭୁବନେଶ୍ୱର: କଂଗ୍ରେସରୁ ପୁରୀ ସାଂସଦ ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି ଟିକେଟ ଫେରାଇବା ପରେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଅଜୟ କୁମାରଙ୍କ କହିବା ଅନୁସାରେ ପୁରୀ ଲୋକସଭା ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଥାନ୍ତା । ଏଥିପାଇଁ ଆମେ…

ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ରିପୋର୍ଟ: ୩ ପ୍ରାର୍ଥୀ ଦଶମ ପାସ୍‌ କରି ନାହାନ୍ତି

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ ୬ ଜଣଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ଲାଞ୍ଚ ନେବା ମାମଲା ରହିଛି । ସେହିପରି ୩୭…

୧୪ରେ ବାରଣାସୀରୁ ନାମାଙ୍କନ ଭରିବେ ମୋଦୀ

୧୪ ରେ ବାରାଣସୀ ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପୂର୍ବରୁ ଆସନ୍ତା ୧୩ ତାରିଖରେ ବିଶାଳ ରୋଡ ଶୋ କରି ଶକ୍ତି ପ୍ରଦର୍ଶନ କରିବେ ମୋଦି ।  ବାରାଣସୀରେ ଲୋକସଭା ଆସନରେ ଜୁନ ୧ ରେ ନିର୍ବାଚନ ହେବାକୁ ଯାଉଥିବାବେଳେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ…

କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ ହାଇଭୋଲଟେଜ୍ ପ୍ରଚାର, କହିଲେ ମିଛ କହୁଛନ୍ତି ବିରୋଧି

କୋରାପୁଟ: କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ ହାଇଭୋଲଟେଜ୍ ପ୍ରଚାର । କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର ବିକାଶ ପାଇଁ ବିଜୁ ଜନତା ଦଳର ଏମ୍‌ପି ଏବଂ ଏମ୍‌ଏଲ୍‌ଏ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ…

ଆଉ କିଛି ଚାଲ ବାକି ଅଛି କହିଲେ ଜୟରାମ

ନୂଆଦିଲ୍ଲୀ: ଅମେଠୀ ଓ ରାୟବରେଲୀ ଦୁଇ ପ୍ରୋଫାଇଲ ସିଟ ଉପରୁ ଉଠିଛି ସସ୍ପେନ୍ସ । ଅମେଠୀରୁ କେଏଲ ଶର୍ମା ଓ ରାୟବରେଲୀରୁ ରାହୁଲ ଗାନ୍ଧୀ କଂଗ୍ରେସ ପ୍ରାର୍ଥୀ ହେବେ । ତେବେ ପ୍ରିୟଙ୍କା ଗାନ୍ଧୀଙ୍କୁ ଟିକେଟ ନ ନେଇ ପୂନର୍ବାର କଂଗ୍ରେସ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ତେବେ ପାର୍ଟିର…