କବିତା : ଟିକେ ଶୁଣ
ଚନ୍ଦ୍ରା ମିଶ୍ର
ଶୁଣ,
ସକାଳ ହେବାକୁ
ଆଉ ଜମା ଅଧ ଘଣ୍ଟlଏ ବାକି
ସେତିକି ମୋର ଅପେକ୍ଷା ଏଠି
ତୁମଠାରୁ ଛାୟାଚିତ୍ରଟିଏ
ପହଞ୍ଚି ଯିବ ମୋ ଫୋନରେ ?
ମୋ ମନକୁ ଥରେ
ବୁଝିବାକୁ ଚେଷ୍ଟା କର
ଅଳ୍ପ ଧାଡ଼ିଏ କଥା କୁହ ମତେ ?
ବସନ୍ତର ଅମାନିଆ ପଵନ
ମୋର ସରି ଯାଉଥିବା ବୟସ
ରାତିରେ…