Latest Odisha News

BREAKING NEWS

ଭାଷା ଭାଗବତ : ସଂକଳ୍ପ ଭଂଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ମୁଁ ଯେଣୁ ଜଣେ ପଦ୍ୟକାର କବି ବନିବା ଦାବି ମୋର ନ ଥିଲା, ଏବେ ମଧ୍ୟ ନାହିଁ ଲେଖେଁ ମୁଁ ନିଜ ଭଳି ହୋଇ ଶବ୍ଦରେ ଗୁଂଥା ଭାବାବଳି ରଖେଁ ମୁଁ ଯତ୍ନରେ ସଂଭାଳି ପାଠକେ ବୁଲାଇଲେ ଆଖି ଭାବ-ରୂପ ପାରଂତି ଦେଖି ମୁଁ ନିଜ ସମୟର…

ବାଲୁକା କଳାରେ ଲାଲକୃଷ୍ଣ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ଉପାଧି ରେ ଭୂଷିତ କରାଯିବ । ଏହି ଘୋଷଣା ହେବା ପରେ ତାଙ୍କ ସମର୍ଥକ ଙ୍କ ଗହଣରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ନିବେଦନ ଆମକୁ ତିନୋଟି ଚରମ ଉପଲବ୍ଧି ପ୍ରାପ୍ତ କରାଏ  । ଯଥା :  ସିଦ୍ଧି, ମୁକ୍ତି, ଓ ନିତ୍ୟ ଆନନ୍ଦ । ଏହାର ପ୍ରମାଣ ତନ୍ତ୍ର ଶାସ୍ତ୍ରରେ “ସିଦ୍ଧୟଃ…

ଫୁଲନଖରା ସ୍ଥିତ ସମ୍ ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କ ଗୁରୁତର ଅସ୍ତ୍ରୋପଚାର ସଫଳ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥରେ ଅବସ୍ଥିତ ଥିବା ଫୁଲନଖରାସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଓ ସମ୍ ହସ୍ପିଟାଲର ଦ୍ବିତୀୟ କ୍ୟାମ୍ପସରେ ଜଣେ ଗର୍ଭବତୀ ମହିଳାଙ୍କ ଗୁରୁତର ଅସ୍ତ୍ରୋପଚାର ସଫଳ ହୋଇଛି। ଡାକ୍ତର ସ୍ମୃତିଶ୍ରୀ ସାହୁଙ୍କ ନେତୃତ୍ୱରେ…

ସେଞ୍ଚୁରିଆନ୍ ୟୁନିଭର୍ସିଟି ପକ୍ଷରୁ ‘ହେଲଥ କେୟାର ଅନ୍ ଦି ହ୍ଵିଲ୍ସ’ ଭିଜନ କେୟାର ଯାନର ଶୁଭାରମ୍ଭ

ଭୁବନେଶ୍ୱର: ସେଞ୍ଚୁରିଆନ୍ ୟୁନିଭର୍ସିଟି ପକ୍ଷରୁ 'ହେଲଥ କେୟାର ଅନ୍ ଦି ହ୍ଵିଲ୍ସ' ଭିଜନ କେୟାର ଯାନର ଶୁଭାରମ୍ଭ କରାଯାଇଛି। ଗ୍ରାମୀଣ ଓଡ଼ିଶାକୁ ଦୂରଦର୍ଶୀ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦିଗରେ ସେଞ୍ଚୁରିଆନର ଦୀର୍ଘଦିନର ସମର୍ପଣକୁ ଆଗକୁ ବଢ଼ାଇ ଓଡ଼ିଶାର କୌଣସି ବିଶ୍ବବିଦ୍ୟାଳୟ ପ୍ରଥମ ଥର…

ଗୁରୁଦାସପୁରରୁ ‘ଗଦ୍ଦର ହିରୋ’ଙ୍କ ଟିକେଟ୍ କାଟି କାହାକୁ ପ୍ରାର୍ଥୀ କଲା ବିଜେପି?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ଶନିବାର ନିଜର ଅଷ୍ଟମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଅମୃତସର ଆସନ ପାଇଁ ଦଳ ପୂର୍ବତନ କୂଟନୀତିଜ୍ଞ ତରଣଜିତ୍ ସାନ୍ଧୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ଗୁରୁଦାସପୁରରେ ବରିଷ୍ଠ ଅଭିନେତା ତଥା ବର୍ତ୍ତମାନର ସାଂସଦ ସନ୍ନି ଦେଓଲଙ୍କ ସ୍ଥାନରେ…

ବିଦେଶୀ ପର୍ଯ୍ୟଟକ ଜଗନ୍ନାଥ ମନ୍ଦିରରେ ପ୍ରବେଶ ବେଳେ ଅଟକାଇଲା ପୋଲିସ

ପୁରୀ: ଶନିବାର ଦିନ ଥୋମାସ୍ ଶେଲଡନ୍ ନାମକ ଜଣେ ବିଦେଶୀ ପର୍ଯ୍ୟଟକ ପୁରୀ ମହାପ୍ରଭୁ ଜଗନ୍ନାଥ ମନ୍ଦିର ପରିସରରେ ପ୍ରବେଶ କରିଥିବା ବେଳେ ସେଠାରେ ତାଙ୍କ ପ୍ରବେଶ ଉପରେ ନିଷେଧ କରାଯାଇଛି। ସେ କିଛି ସୁରକ୍ଷାକର୍ମୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,…

କଟକରୁ ୬.୪୪ କୋଟି ଟଙ୍କାର ସୁନା ଜବତ

କଟକ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଅଧିକାରୀମାନେ କଟକରେ ଏକ ସନ୍ଦିଗ୍ଧ ସୁନା ଚୋରା ଚାଲାଣ ଅଭିଯାନକୁ ଠାବ କରିଛନ୍ତି। ଟାଙ୍ଗୀ ଟୋଲ୍ ଗେଟ୍ ନିକଟରୁ ଏକ ଗାଡ଼ିରୁ ୯ କେଜିରୁ ଅଧିକ ସୁନା ବିସ୍କୁଟ ଆକାରରେ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖାଯାଇଛି। ଜବତ ସୁନାର ମୂଲ୍ୟ ପାଖାପାଖି…

ଏପ୍ରିଲ ୨ରୁ ସାରା ରାଜ୍ୟରେ ସ୍କୁଲ ସମୟ ପରିବର୍ତ୍ତନ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପ୍ରିଲ ୨ ତାରିଖରୁ ସାରା ରାଜ୍ୟରେ ସ୍କୁଲ ସମୟ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହର ପ୍ରଭାବକୁ ଦୂର କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ତାପମାତ୍ରା ବଢ଼ୁଥିବାରୁ ସରକାରୀ, ସରକାରୀ…

ଓଡ଼ିଶାର ଅବଶିଷ୍ଟ ୩ ଲୋକସଭା ଆସନର ପାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାରେ ଲୋକସଭା ନିର୍ବାଚନ ପାଇଁ ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। କଟକ, କନ୍ଧମାଳ ଓ ଯାଜପୁର ଲୋକସଭା ଆସନ ପାଇଁ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ପ୍ରାର୍ଥୀ ଘୋଷଣା କରିଛି। ୧୯୯୮ ମସିହାରୁ କଟକରୁ ୬ ଥର ନିର୍ବାଚିତ…