Latest Odisha News

BREAKING NEWS

ବଡ଼ଚଣାରେ ବିଜେଡିକୁ ଘାରିଛି ବର୍ଷାଙ୍କ ବିଜୟ ଚିନ୍ତା, କାହିଁକି ଜାଣନ୍ତୁ?

ଭୁବନେଶ୍ୱର: ଯାଜପୁର ଜିଲ୍ଲା ବଡ଼ଚଣା ବିଧାନସଭା ଆସନ ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରି ବିଜୁ ଜନତା ଦଳ ଏବେ ଅଡୁଆରେ ପଡିଥିବା କୁହାଯାଉଛି। ସାଧାରଣତଃ ଓଡ଼ିଶାରେ ବିଜେଡି ଟିକେଟ ପାଇଲେ ବିଜୟୀ ହେବାର ସମ୍ଭାବନା ଅଧିକ ଥାଏ। କିନ୍ତୁ ବଡଚଣାରେ ବିଜେଡି ପାଇଁ ଏହା…

ବିଜେଡି ଓ ବିଜେପିର ଦୁର୍ନୀତି ସାମ୍ନାକୁ ଆଣିବାକୁ କଂଗ୍ରେସ ଖୋଲିଲା ପାନ ଦୋକାନ

ଭୁବନେଶ୍ୱର: ଶାସକ ବିଜେଡି ଓ ବିରୋଧୀ ବିଜେପି ଏକାଠି ଅଛନ୍ତି । ଏପରି ଅଭିଯୋଗକୁ ଉପହାସ କରିବା ପାଇଁ ଆଜି ଓଡ଼ିଶା କଂଗ୍ରେସ ପକ୍ଷରୁ ଏକ 'ପାନ୍ ଦୋକାନ' ଖୋଲାଯାଇଛି। ପାଣ୍ଡିଆନ୍, ଅମିତ ଶାହା, ଅଶ୍ୱିନୀ ବୈଷ୍ଣବ, ନରେନ୍ଦ୍ର ମୋଦୀ ଓ ନବୀନ ପଟ୍ଟନାୟକଙ୍କ ସଂକ୍ଷିପ୍ତ ନାମ ପାନରେ ଉଲ୍ଲେଖ…

ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର

ବ୍ରହ୍ମପୁର: ୨୦୨୪ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପ୍ରିରିପେକ୍ଷୀରେ ଆଜି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ତାଙ୍କର ହଜାର ହଜାର ସମର୍ଥକଙ୍କୁ ନେଇ ବ୍ରହ୍ମପୁର ଉପ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଓଡ଼ିଶା ପାଇଁ ପ୍ରଚାରକଙ୍କ ତାଲିକା ଜାରି କଲା ବିଜେପି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶା ପାଇଁ ପ୍ରଚାରକ ତାଲିକା ପ୍ରକାଶ କରିଛି। ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଜଣାଇ ରାଜ୍ୟ ଭିତରେ ଉଭୟ ଲୋକସଭା ଓ ବିଧାନସଭା…

ଏସଏଚଜି ମହିଳାଙ୍କ ଦୁବାଇ ଗସ୍ତ ସ୍ଥଗିତ, ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି

ଭୁବନେଶ୍ୱର: ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି) ସଦସ୍ୟଙ୍କ ପାଇଁ ଦୁବାଇ ଗସ୍ତ ସ୍ଥଗିତ ରଖିବାକୁ ନେଇ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ବିବାଦୀୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ…

ଜ୍ୱାଳାମୂଖୀର ଫଟୋ ଉଠାଇବା ଚକ୍କରରେ ୨୫୦ ଫୁଟରୁ ତଳକୁ ଖସିଲେ ମହିଳା

ଜାକର୍ତା: ଫଟୋ ଉଠାଇବା ନିଶାରେ ଏଠାରେ ଏ ଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଦୁଃଖୀତ କରିଛି । ନୂତନ ସ୍ଥାନକୁ ଭ୍ରମଣ କରିବାକୁ ଯାଉଥିବା ପର୍ଯ୍ୟଟକ ଏହାର ମଜା ଉଠାଇବା ପରିବର୍ତେ ମୋବାଇଲରେ ଫଟୋ ଉଠାଇ ଏହାର ପ୍ରମାଣ ରଖିବା ନେଇ ମାତି ଯାଇଛନ୍ତି । ବେଳେବେଳେ ଏହାର ପରିଣାମ ଭୟଙ୍କର ଓ…

ବିମାନବନ୍ଦରରୁ ଉଦ୍ଧାର ହେଲେ ୧୦ଟି ଜୀବନ୍ତ ହଳଦିଆ ଆନାକୋଣ୍ଡା

ବେଙ୍ଗାଲୁରୁ: ଆନ୍ତର୍ଜାତୀୟ ବିମାନବନ୍ଦରରେ ୧୦ଟି ଜୀବନ୍ତ ହଳଦିଆ ଆନାକୋଣ୍ଡାକୁ ଉଦ୍ଧାର କରାଯାଇଛି । ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦ଟି ଜୀବନ୍ତ ହଳଦିଆ ଆନାକୋଣ୍ଡା ଚୋରା ଚାଲାଣ ଅଭିଯୋଗରେ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି। ବେଙ୍ଗାଲୁରୁ ବିମାନବନ୍ଦରରେ ଜଣେ…

ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ, ୨୧ ଦିନବ୍ୟାପୀ ଚାପ ଖେଳିବେ ମହାପ୍ରଭୁ

ପୁରୀ: ଆଉ କିଛି ଦିନ ପରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଆସନ୍ତା ମେ' ମାସ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ । ଦୀର୍ଘ ୨୧ ଦିନବ୍ୟାପୀ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ…

ପ୍ରତାପ ଷଡ଼ଙ୍ଗୀଙ୍କୁ ନୀଳଗିରି ଆସନ ଦେବାକୁ ଦଳୀୟ ନେତୃତ୍ବକୁ ପରାମର୍ଶ ଦେଲେ ଖାରବେଳ

ବାଲେଶ୍ୱର: ନୀଳଗିରି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିନି। ସୁକାନ୍ତ ନାୟକ ବିଜେଡିରେ ସାମିଲ ହେବା ପରେ ଏହି ଆସନରୁ ଦଳ କାହାକୁ ପ୍ରାର୍ଥୀ କରିବ ଦୋଛକିରେ ରହିଛି। ଏପରି ସ୍ଥିତିରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ କହିଛନ୍ତି, ନୀଳଗିରିରୁ ପ୍ରତାପ…

ଲିଙ୍ଗରାଜ ମହୋତ୍ସବ ଉଦଯାପିତ

ଭୁବନେଶ୍ୱର : ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଆୟୋଜିତ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ…