ବୁଧବାର ୪.୪୫ରେ ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବଦଳିବାକୁ ଯାଉଛି ଓଡିଶା ରାଜନୀତିର ଫର୍ଦ୍ଦ । ବୁଧବାର ଅପରାହ୍ଣ ୪ଟା ୪୫ରେ ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଏହା ପରେ ଦୀର୍ଘ ୨୪ ବର୍ଷ ପରେ ଓଡିଶାର ମଙ୍ଗ ଧରିବେ ନୂଆ ଶାସକ । ଓଡିଶା ଇତିହାସରେ ଯୋଡି ହେବାକୁ ଯାଉଛି ଆଉ ଏକ ନୂଆ ମୁଖ୍ୟମନ୍ତ୍ରୀକ ନାମ । ଏହି ଅବସରରେ…