ରାଜଧାନୀରେ ପୁଣି ଡେଲିଭରିବୟଙ୍କୁ ସଂଘବଦ୍ଧ ଆକ୍ରମଣ
ଭୁବନେଶ୍ୱର: ରାଜଧାନୀରେ ପୁଣି ଡେଲିଭରିବୟଙ୍କୁ ସଂଘବଦ୍ଧ ଆକ୍ରମଣ। ଗୋଡ଼େଇ ଗୋଡେଇ ଆକ୍ରମଣ କଲେ ଦୁର୍ବୃତ୍ତ। ରେଡ୍କ୍ରସ ଅଫିସ-ନିକୋ ପାର୍କ ରାସ୍ତା ମଝିରେ ହୋଇଛି ସଂଘବଦ୍ଧ ଆକ୍ରମଣ। ଆହତ ଡେଲିଭରିବୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା…