Latest Odisha News

BREAKING NEWS

ଏବେ ବି ଶ୍ରେୟାଶ, ଈଶାନଙ୍କ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବାର୍ଷିକ ସେଂଟ୍ରାଲ କଂଟ୍ରାକ୍ଟରୁ ଈଶାନ କିଶାନ ଓ ଶ୍ରେୟାଶ ଆୟାରଙ୍କୁ ବାହାର କରିଛିି । ଯାହା ଏକ ଚର୍ଚ୍ଚାର କାରଣ ସାଜିଛି । ଦୁଇ ଜଣ ଯାକ ପ୍ରତିଭାବାନ ଖେଳାଳି ହୋଇଥିଲେ ମଧ୍ୟ ଦାୟିତ୍ୱହୀନତା ଏବଂ ଉତ୍ସର୍ଗୀକୃତ ମନୋଭାବର ଅଭାବ ଯୋଗୁ…

୧୫ ମାସ ମଧ୍ୟରେ ୩ଟି ଆଇସିସି ଟ୍ରଫି ଜିତିବା ପାଇଁ ଭାରତ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଗତ ବର୍ଷ ନଭେମ୍ବରରେ ଦିନିକିଆ ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ହାରିବା ଏବେ ବି ପ୍ରଶଂସକଙ୍କ ମନରୁ ଲିଭି ନାହିଁ । ଏଥିସହ ୧୧ ବର୍ଷ ହେବ ଭାରତର ଆଇସିସି ଟ୍ରଫି ଜିତିବା ଆଶା ଧୂଳିସାତ ହୋଇଛି । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ନିକଟରେ ଏବେ ୧୫ ମାସ ମଧ୍ୟରେ ୩ଟି ଆଇସିସି…

ଭ୍ଲାଡିମିର ପୁତିନ ପରମାଣୁ ପରୀକ୍ଷଣ ପାଇଁ ଆରମ୍ଭ କଲେ ଉଦ୍ୟମ: ରିପୋର୍ଟ

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ପରମାଣୁ ପରୀକ୍ଷଣ କରାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ବ୍ରିଟେନର ଦି ସନରେ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଯାହାକୁ ନେଇ ରୁଷିଆ ଏବେ ଆମେରିକା ଓ ଅନ୍ୟ ପଶ୍ଚିମୀ ଦେଶ ସହ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଏହା ଦ୍ୱାରା…

ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା, ବାରାଣାସୀରୁ ଲଢ଼ିବେ ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା । ବାରଣାସୀରୁ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ଲଢିବେ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହି ପ୍ରାର୍ଥୀ ତାଲିକାରେ ୩୪ ଜଣ…

ପରିବାର ସହ ଥାଇଲାଣ୍ଡରେ ମଜା ଉଠାଉଛନ୍ତି ଫେଡେରର, ଭାଇରାଲ ହେଲା ପତ୍ନୀଙ୍କ ପାଦ ଫଟୋ

ବ୍ୟାଙ୍କକ: ସୁଇଜରଲାଣ୍ଡର ମହାନ ଟେନିସ ଖେଳାଳି ରୋଜର ଫେଡେରର ତାଙ୍କ ପରିବାର ସହ ଥାଇଲାଣ୍ଡରେ ମଜା ଉଠାଉଛନ୍ତି । ୨୦୨୨ରେ ଅବସର ଘୋଷଣା କରିଥିବା ଫେଡେରର ଏହି ଅବସରରେ ଅନେକଗୁଡିଏ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତେବେ ଏହା ମଧ୍ୟରେ ତାଙ୍କ ପତ୍ନୀ ମିର୍କାଙ୍କ ପାଦ ଫଟୋ ସୋସିଆଲ…

ଆସିବେ ପ୍ରଧାନମନ୍ତ୍ରୀ, ଚାଲିଛି ପ୍ରସ୍ତୁତି

ଯାଜପୁର: ଆସନ୍ତା ୫ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ଚଣ୍ଡିଖୋଲ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ବେଣାପୁର ଠାରେ…

ମୋଦୀଙ୍କ ସାମ୍ନାରେ ନୀତିଶ କହିଲେ ଆଉ ‘ଏପଟ ସେପଟ ହେବୁନୁ’

ପାଟଣା: ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ । ଆଜି ଔରଙ୍ଗାବାଦରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ପ୍ରକଳ୍ପର ଉଦଘାଟନ୍ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସଭାରେ ଉପସ୍ଥିତ ଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ଭାଷଣରେ ଏମିତି କିଛି…

ଔରଙ୍ଗଜେବଙ୍କ ପସନ୍ଦ ଅନୁଯାୟୀ ପ୍ରସ୍ତୁତ ହୋଇଥିଲା ଏହି ଖାଦ୍ୟ, ଯାହା ଆଜି ମଧ୍ୟ ସମସ୍ତଙ୍କ ପସନ୍ଦ

ଭୁବନେଶ୍ଵର: ଆକବର ଶାକାହାରୀ ଖାଦ୍ୟକୁ ଅଧିକ ପସନ୍ଦ କରୁଥିଲେ । କିନ୍ତୁ, ନିଜ ରାଜ୍ୟକୁ ପରିଚାଳନା କରିବା ପାଇଁ ଶରୀରକୁ ମଜବୁତ ରଖୁଥିଲେ । ଆଉ ସେଥିପାଇଁ ସେ ବେଳେ ମାଂସାହାରୀ ଖାଦ୍ୟ ଖାଉଥିଲେ | କିନ୍ତୁ ଏହି ମାଂସାହାରୀ ଖାଦ୍ୟ ଖାଇବା ପାଇଁ ସେ ଏକ ନିର୍ଦ୍ଧିଷ୍ଟ ଦିନ ସ୍ଥିର କରିଥିଲେ ।…

କିଏ ହାତେଇବ ତାଳଚେର ବିଧାନସଭା ଆସନ?

ଅନୁଗୁଳ: କାହା ଭାଗ୍ୟରେ ପଡ଼ିବ ତାଳଚେର ଆସନ, ଚାଲିଛି ଅଙ୍କକଷା । ଛିଣ୍ଡୁନି ତିନି ପ୍ରମୁଖ ଦଳର ଅଙ୍କ । ତିନି ଦଳ ମଧ୍ୟରେ ଚୁଡାନ୍ତ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ପାଇଁ ଚାଲିଛି ପ୍ରାର୍ଥୀ ଖୋଜା ।  କେଉଁ ରାଜନୈତିକ ଦଳ ଏହି ଗୁରୁତ୍ଵ ପୁର୍ଣ୍ଣ  ଆସନକୁ ନିଜ ଅକ୍ତିଆରକୁ ନେବ ସେ ନେଇ ତିଆରି…

ବିଶ୍ଵପ୍ରସିଦ୍ଧ କଟକର ରୂପା ତାରକସି କାମକୁ ମିଳିଲା ଜିଆଇ ମାନ୍ୟତା

କଟକ: କଟକବାସୀଙ୍କ ପାଇଁ ଖୁସି ଖବର । ବିଶ୍ଵପ୍ରସିଦ୍ଧ କଟକର ରୂପା ତାରକସି କାମକୁ ମିଳିଲା ଜିଆଇ ମାନ୍ୟତା । ଚେନ୍ନାଇ ଭିତ୍ତିକ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରିରୁ ଏହି ସୂଚନା ମିଳିଛି । ଏହାକୁ ମିଶାଇ ବର୍ତ୍ତମାନ ଓଡିଶାର ଜିଆଇ ତାଲିକା ୨୬କୁ ବୃଦ୍ଧି ପାଇଛି । ୨୦୨୧ ମସିହା…