ସନେଟ୍ : ଭୋକ
ମଧୁମିତା ମିଶ୍ର
ପେଟର ଭୋକକୁ ଖାଦ୍ୟ ହିଁ ମିଟାଏ ଜ୍ଵଳନ ଯେ ଶାନ୍ତହୁଏ
ପଡ଼ିଗଲେ ଗଣ୍ଡେ ପଖାଳ ପେଟରେ ତୃପ୍ତି କେତେ ଆସିଥାଏ।
ପେଟର ଜ୍ୱାଳାକୁ କିଏ ସହେ କୁହ ପଶୁ ହେଉ କି ମାନବ
କ୍ଷୁଧାତୁର ହେଲେ ଭୁଲେ ପେଟାଧାରୀ ଆପଣା ପରର ଭାବ।
ଖରା ଗରମରେ ଶୁଖିଗଲେ ଓଠ ଆଖି ପାଣି ଖୋଜୁଥାଏ…