ଜଳସମ୍ପଦ କ୍ଷେତ୍ରରେ ୫ ବର୍ଷରେ ୧୦୨୧୭ କୋଟି ଖର୍ଚ୍ଚ କରାଯାଇଛି: ଡ. ମୁକେଶ ମହାଲିଙ୍ଗ
ଭୁବନେଶ୍ୱର: ଓଡିଶାର ଜଳସଂପଦ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ସମଗ୍ର ଓଡିଶାବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ମୋଦି ସଂକଳ୍ପବଦ୍ଧ। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଆସିବା ପରେ ଏଥି ପାଇଁ ହଜାର ହଜାର କୋଟି ଟଙ୍କାର ଆର୍ଥୀକ ଅନୁଦାନ ଓ ସହାୟତା…