Latest Odisha News

BREAKING NEWS

କୋରାପୁଟ ଯୁଦ୍ଧ : ସପ୍ତଗିରିଙ୍କ ପାଇଁ ଡବଲ୍ ଚ୍ୟାଲେଞ୍ଜ !

କୋରାପୁଟ: କିଏ ହେବେ କୋରାପୁଟ କିଙ୍ଗ ? ସରିଛି ସମରସଜ୍ଜା, ସେନାପତି ଘୋଷଣାକୁ ଅପେକ୍ଷା । ୧୯ରେ ରଥୀ ମହାରଥୀଙ୍କୁ ମାତ୍ ଦେଇଥିଲେ ସପ୍ତଗିରି ଉଲାକା । ଡେବ୍ୟୁ ମ୍ୟାଚରେ ହିଁ ହୋଇଥିଲେ ମ୍ୟାନ ଅଫ୍ ଦି ମ୍ୟାଚ୍ । ବିଜେଡି-ବିଡେପି ମେଂଟ ହେଲେ ସହଜ ହେବନି ସପ୍ତଗିରିଙ୍କ ଦିଲ୍ଲୀ ବାଟ ।…

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  କନିଷ୍ଠ ଶିକ୍ଷକଙ୍କୁ (Junior Teacher)ଙ୍କ ବଢ଼ିଲା ଦରମା । ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କାର ମାସିକ ପାରିଶ୍ରମିକ ପାଇବେ । ଜାନୁଆରୀ ମାସରୁ ପିଛିଲା ଭାବେ ଲାଗୁ ହେବା ନେଇ ନିଷ୍ପତି ନେଇଛନ୍ତି ସରକାର । ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…

ଆସନ୍ତାକାଲି ନବୀନ ନିବାସରେ ଜରୁରୀ ବୈଠକ, ମେଣ୍ଟ ସଂପର୍କରେ ହୋଇପାରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ମେଣ୍ଟକୁ ନେଇ ବଢିଚାଲିଛି ସସପେନ୍ସ। ଗୋଟେପଟେ ମେଣ୍ଟକୁ ନେଇ ଦିଲ୍ଲୀରେ ବୈଠକ ଡକାଯାଇଥିବା ବେଳେ ଅନ୍ୟପଟେ ଆସନ୍ତାକାଲି ନବୀନ ନିବାସରେ ବୈଠକ ହେବା ନେଇ ସୂଚନା ରହିଛି। ଜରୁରୀ ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ ବଡ଼ ନିଷ୍ପତ୍ତି। ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡାକରା…

ଅରୁଣାଚଳ ପ୍ରଦେଶର ୬୦ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ବୁଧବାର ବିଜେପି ଅରୁଣାଚଳ ପ୍ରଦେଶର ୬୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ୨୦୨୪ ଲୋକସଭା ନିର୍ବାଚନ ସହିତ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏକ ବୈଠକରେ ଏହି ନାମକୁ ଅନୁମୋଦନ କରିଛି। ମୁକ୍ତୋ…

ବିଧାୟକ ପଦରୁ ଇସ୍ତଫା ଦେଲେ ମନୋହର ଲାଲ ଖଟ୍ଟର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ରାଜନୀତି ମାହୋଲ ଏବେ ସରଗରମ ରହିଛି। ହରିୟାଣାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ବର୍ତ୍ତମାନ ଚର୍ଚ୍ଚାର ଶୀର୍ଷ ବିନ୍ଦୁ ପାଲଟିଛି। ହରିୟାଣାର ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ନପୁରୁଣୁ ମନୋହର ବିଧାୟକ ପଦରୁ…

ସୁବଣ୍ଣର୍ପୁର ଜିଲ୍ଲା ପାଇଲା ପୁଣି ତିନୋଟି ଏନଏସି

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ଜିଲ୍ଲା ପୁଣି ତିନୋଟି ଏନଏସି ପାଇଛି । ସୁବଳୟା,ଉଲୁଣ୍ଡା ଓ ରାମପୁର  ଆଦି  ସ୍ଥାନକୁ  ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ରାଜ୍ୟ ସରକାର ଘୋଷଣା କରିଛନ୍ତି । ପୂର୍ବରୁ ଡୁଙ୍ଗୁରୀପାଲି,ବିରମହାରାଜପୁରକୁ ଏନଏସି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ଜିଲ୍ଲାରେ …

ପ୍ରୋତ୍ସାହନ ରାଶି ବୃଦ୍ଧି ଦାବିରେ ଗାଁ ସାଥୀଙ୍କ ପ୍ରତିବାଦ

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଗାଁ ସାଥୀ । ପ୍ରୋତ୍ସାହନ ରାଶି ବୃଦ୍ଧି କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ । ଖରାରେ ଲୋୟର ପିଏଜିରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହଜାର ହଜାର ଗାଁ ସାଥୀ ।  ସରକାର ସେମାନଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ…

ନିର୍ବାଚନ ସହ ଜଡ଼ିତ କୌଣସି ପ୍ରଶ୍ନର ଉତ୍ତର ଦେବ ନାହିଁ ଗୁଗୁଲର ଜେମିନି ଏଆଇ

ନୂଆଦିଲ୍ଲୀ: ଗୁଗୁଲ୍ ନିଜର ଏଆଇ ଚାଟବୋଟ୍ ଜେମିନି ଏଆଇ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି। ଗୁଗୁଲର ଏଆଇ ଚାଟବୋଟ୍ ଜେମିନି ଚଳିତ ବର୍ଷ ହେବାକୁ ଥିବା ସାରା ବିଶ୍ୱରେ ଯେକୌଣସି ନିର୍ବାଚନ ସହ ଜଡିତ କୌଣସି ପ୍ରଶ୍ନର ଉତ୍ତର ଦେବ ନାହିଁ। ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନ ସହ ଜଡିତ ଯେକୌଣସି…

‘ହେମା ମାଳିନୀଙ୍କୁ ବ୍ରାଣ୍ଡ ଆମ୍ବାସାଡର କଲେ ପୋଷ୍ଟ ଅଫିସରେ ଡିପୋଜିଟ ବଢିବ’

ଭୋପାଳ: ମଧ୍ୟପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ବିଜୟ ଶାହାଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି । ମନ୍ତ୍ରୀ ବିଜୟ ଶାହା, ଆଜି ଖଣ୍ଡବା ସ୍ଥିତ ଏକ ପୋଷ୍ଟ ଅଫିସର ପାସପୋର୍ଟ ସେବା କେନ୍ଦ୍ରର ଉଦଘାଟନ ସମୟରେ ଯୋଗଦେଇଥିଲେ । ଯେଉଁଠି ସେ ଏପରି କିଛି କହିଛନ୍ତି ଯାହା ଏବେ ବେଶ୍…

ପର୍ଯ୍ୟଟକଙ୍କ ଲାଗି ଆଜିଠୁ ବନ୍ଦ ହେଲା ଅଲିଭ ରିଡଲେଙ୍କ ଅଣ୍ଡାଦାନ ଅଞ୍ଚଳ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପର୍ଯ୍ୟଟକଙ୍କ ଲାଗି ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରୁଥିବା ସମସ୍ତ ଅଞ୍ଚଳ ବନ୍ଦ କରାଯାଇଛି । ଏନେଇ ରାଜ୍ୟ ବନ ବିଭାଗର ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି,’’ ଏବେ…