Latest Odisha News

BREAKING NEWS

ଛାତ୍ର କଂଗ୍ରେସର ବିକ୍ଷୋଭ: ବେକାରୀ ସମସ୍ୟା, ବିପର୍ଯ୍ୟସ୍ତ ଶିକ୍ଷାନୀତିକୁ ନେଇ ପ୍ରତିବାଦ

ଭୁବନେଶ୍ବର: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ବେକାରୀ ସମସ୍ୟା, ପ୍ରଶ୍ନପତ୍ର ଲିକ୍ କୁ ନେଇ ଛାତ୍ର କଂଗ୍ରେସର ରଣହୁଙ୍କାର । ରାଜମହଲ ଛକରୁ ନବୀନ ନିବାସ ଘେରାଉ କରିବାକୁ ଯାଉଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି । ଶିଶୁଭବନ ଛକରେ ଛାତ୍ର କଂଗ୍ରସକୁ ରୋକିବାକୁ…

କଂଗ୍ରେସକୁ ଝଟକା, ହାତ ଛାଡ଼ି ବିଜେପିରେ ଯୋଗଦେବେ ଅଜୟ କପୁର

ଲକ୍ଷ୍ନୌ: ବିଜେପିରେ ମିଶିବେ ଉତ୍ତରପ୍ରଦେଶର କଂଗ୍ରେସର ପୂର୍ବନେତା ଅଜୟ କପୁର । ଆଜି ସେ ହାତ ଛାଡ଼ି ପଦ୍ମ ଧରିବା ନେଇ ସୂଚନା ରହିଛି ।୩ ଥର ବିଧାୟକ ଥିବା କଂଗ୍ରେସର ରାଷ୍ଟ୍ରୀୟ ସଚିବ ଭାବେ କାମ କରିଛନ୍ତି । ବିହାରରେ କଂଗ୍ରେସ ପ୍ରଭାରୀ ମଧ୍ୟ ରହିଥିଲେ ଅଜୟ କପୁର । କାନପୁର ବଡ଼…

ଡହ ଡହ ଖରାରେ ଅସ୍ତବ୍ୟସ୍ତ ଜନଜୀବନ, ୨ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ବଢ଼ିବ ତାପମାତ୍ରା । ୪୦ ଡିଗ୍ରୀ ଛୁଇଁପାରେ ପାରଦ । ୨ ଦିନ ତାତିରୁ ନାହିଁ ନିସ୍ତାର । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିଛି । ଆଜି ଓ ଆସନ୍ତାକାଲି ରାଜ୍ୟରେ ତାତି ୨ରୁ ୪ ଡିଗ୍ରୀ ବଢ଼ିବ  । କଟକ, ଭୁବନେଶ୍ବର ଅନ୍ୟ କିଛି ସ୍ଥାନରେ…

ପାଳି ଖଟିବାକୁ ନେଇ ଶ୍ରୀମନ୍ଦିରରେ ହାତାହାତି ହେଲେ ଦୁଇ ସେବାୟତ

ପୁରୀ: ଆଜି ଶ୍ରୀମନ୍ଦିର ଭିତରେ ଦୁଇ ସେବାୟତଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଜଣାପଡିଛି । ପାଳି ଖଟିବାକୁ ନେଇ ହାତାହାତି ହୋଇଛନ୍ତି ଦୁଇ ଜଣ ସେବାୟତ । ବିମଳାଙ୍କ ମନ୍ଦିର ନିକଟରେ ଘଟିଛି ଏହି ଘଟଣା । ହାତାହାତି ହୋଇଥିବା ଦୁଇ ସେବାୟତ ହେଲେ ଶ୍ୟାମ ପଣ୍ଡା ଓ ନରସିଂହ ପଣ୍ଡା । ଏଥିରେ…

ପଦ୍ମ ସମ୍ମାନରେ ସମ୍ମାନିତ ବିଜେତାଙ୍କୁ ମିଳିବ ୨୫ ହଜାର

ଭୁବନେଶ୍ବର: ପଦ୍ମ ସମ୍ମାନରେ ସମ୍ମାନିତ ଓଡିଶାର କୃତୀ ସନ୍ତାନ ମାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି । ଅପ୍ରେଲ ୨୦୨୪ରୁ ଓଡିଶାର କୃତୀ ସନ୍ତାନମାନଙ୍କୁ ଏହା ପ୍ରଦାନ କରାଯିବ । ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ । ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ…

ପୋଲ ତଳକୁ ଖସିପଡିଲା ଟ୍ରକ, ଡ୍ରାଇଭର ଓ ହେଲପର ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ ବାଙ୍ଗିରପୋଷି ଥାନା ଜଗନ୍ନାଥ ଖୁଣ୍ଟା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ପୋଲ ତଳ କେନାଲକୁ ଖସିପଡିଲା ଟ୍ରକ । ଏଥିରେ ଟ୍ରକ୍ ଡ୍ରାଇଭର ସହ ହେଲପରଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ । ଖବର ମୁତାବକ, ଟ୍ରକଟି ଗତକାଲି ବିଳମ୍ବିତ…

ଧରାପଡ଼ିଲେ ନକଲି କ୍ୟାନସର ଔଷଧ ତିଆରି କରୁଥିବା ଗ୍ୟାଙ୍ଗ; ୭ ଗିରଫ

ନୂଆଦିଲ୍ଲୀ: ନକଲି କ୍ୟାନସର ଔଷଧ ତିଆରି କରିବା ସହ ଅନ୍ୟ ଦେଶକୁ ପଠାଉଥିବା ଏକ ଆନ୍ତର୍ଜାତୀୟ ଗ୍ୟାଙ୍ଗକୁ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଟିମ୍ ଗିରଫ କରିଛି । ଏହି ମାମଲାରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ଦିଲ୍ଲୀର ଏକ କ୍ୟାନସର ହସପିଟାଲର  ଦୁଇ ଜଣ କର୍ମଚାରୀଙ୍କୁ ବି…

ରାଜ୍ୟରେ ଗଠନ ହେଲା ଆଉ ୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ

ଭୁବନେଶ୍ବର: ରାଜ୍ୟରେ ଆଉ ୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଗଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ସହ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏନଏସି ମୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟରେ ଘୋଷଣା କରିଛନ୍ତି ।…

ବିବାହ ଶୋଭାଯାତ୍ରାରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତର ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ଅଧୀନ ଚନ୍ଦ୍ରଗିରିରେ ଏକ ବିବାହ ଶୋଭାଯାତ୍ରାରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ଜଣଙ୍କ ହେଲେ ପ୍ରଶାନ୍ତ ପ୍ରଧାନ । ଘଟଣାରେ ପୋଲିସ ହତ୍ୟାକାରୀ ଶ୍ରୀହରି ପ୍ରଧାନକୁ ଗିରଫ କରିଥିବା ଜଣାପଡିଛି । ସୂଚନା ମୁତାବକ, ଗତକାଲି…

ଓଡ଼ିଶାରେ କଳା କଲରାପତରିଆ ବାଘ

ଭୁବନେଶ୍ୱର: ଓଡ଼ିଶାରେ କଳା କଲରାପତରିଆ ବାଘ ଅଛନ୍ତି । ଗତକାଲି ସୋସିଆଲ ମିଡିଆ ଏକ୍ସରେ ବନ୍ୟପ୍ରାଣୀ ପିସିସିଏଫ୍ ପ୍ରଶାନ୍ତ ନନ୍ଦ କଳା କଲରାପତରିଆ ବାଘର ଏକ ଫଟୋକୁ ପୋଷ୍ଟ କରିଛନ୍ତି । ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,‘‘୨୦୧୮…