ମୋଦୀଙ୍କୁ କଟାକ୍ଷ କରୁଥିଲେ ଏବେ ବାରଣାସୀରୁ ଦେବେ ଟକ୍କର, ଜାଣନ୍ତୁ କିଏ ଏହି କମେଡିଆନ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଭିନ୍ନ ଉପାୟରେ ତାଚ୍ଛଲ୍ୟ କରି ସୋଶିଆଲ ମିଡିଆରେ ଲୋକପ୍ରିୟ ହୋଇଥିବା କମେଡିଆନ୍ ଶ୍ୟାମ ରଙ୍ଗିଲା ଏବେ ନିର୍ବାଚନ ଲଢିବେ। ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି।
ହାସ୍ୟ ଅଭିନେତା ଶ୍ୟାମ…