ମହିଳାଙ୍କ ପାଇଁ ଅଧିକ ବିପଜ୍ଜନକ ଗ୍ରୀଷ୍ମପ୍ରବାହ: ଜାଣନ୍ତୁ କାହିଁକି ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ବାଧେ ଅଧିକ ଖରା?
ନୂଆଦିଲ୍ଲୀ: ପ୍ରବଳ ଗ୍ରୀଷ୍ମପ୍ରବାହ ଏବଂ ୪୫ ଡିଗ୍ରୀ ଅତିକ୍ରମ କରୁଥିବା ତାପମାତ୍ରା ସମସ୍ତଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି। ତେବେ ଆପଣ ଜାଣନ୍ତି କି, ଏହି ପ୍ରଚଣ୍ଡ ରୌଦ୍ରତାପ ଏବଂ ହିଟ୍ୱେଭ୍ ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ। ଥଣ୍ଡା ପାଣି, ଏସି…