’ନାଗରିକତ୍ୱ ବନାମ ପରିଚୟ ପତ୍ର’: କେଉଁ ସରକାରୀ ଦଲିଲ୍ ସ୍ପଷ୍ଟ କରେ ଆପଣ ଭାରତୀୟ? ସବୁ ଭ୍ରମ ଦୂର…
ନୂଆଦିଲ୍ଲୀ: ସାଧାରଣତଃ ଆମେ ଭାବୁ ଯେ ଆମ ପାଖରେ ଆଧାର କାର୍ଡ, ଭୋଟର ଆଇଡି କିମ୍ବା ପାସପୋର୍ଟ ଅଛି, ଏହାର ଅର୍ଥ ଆମେ ଭାରତର ବୈଧ ନାଗରିକ । ଯଦି ଆପଣ ମଧ୍ୟ ଏମିତି ଭାବୁଛନ୍ତି, ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ୍ । ଆଇନଗତ ଭାବେ ଏବଂ ଅଦାଲତଙ୍କ ବିଭିନ୍ନ ରାୟ ଅନୁଯାୟୀ, ଏହି ସବୁ…