Latest Odisha News

Mahanadi Water Dispute: ଆସନ୍ତାକାଲି ଯୁଗ୍ମ ବୈଷୟିକ କମିଟି ବୈଠକ, ୨୦ରେ ଟ୍ରିବ୍ୟୁନାଲ ଶୁଣାଣି

ଭୁବନେଶ୍ବର: ଛତିଶଗଡ ସହ ମହାନଦୀ ଜଳ ବିବାଦ ମାମଲା । ଶୁକ୍ରବାର ଅର୍ଥାତ୍ ଆସନ୍ତାକାଲି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଉଭୟ ରାଜ୍ୟ ଜଏଣ୍ଟ ଟେକ୍ନିକାଲ ଟିମ୍ ମଧ୍ୟରେ ବୈଠକ ବସିବ । ୨୦ ତାରିଖରେ ରହିଛି ଟ୍ରିବ୍ୟୁନାଲ୍ ଶୁଣାଣି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ଉତ୍ତର ରଖିଲେ…

ଟସ, କାକରକୁ ଦୋଷ ଦେଲେ ରାହୁଲ

ରାଂଚୀ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଡ ସ୍କୋର କରିବା ସତ୍ୱେ ଭାରତ ୪ ୱିକେଟରେ ପରାଜିତ ହୋଇଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ରୋମାଂଚକ ସ୍ଥିତିକୁ ଆସିଛି । ଭାରତ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି ଓ ରିତୁରାଜ…

କୋଲ୍ଡ ମୁନ କଣ? ଆଜି ଆକାଶରେ ସାଧାରଣ ଚନ୍ଦ୍ରଠୁ ୧୦ ପ୍ରତିଶତ ବଡ଼ ଦିଶିବ

ନୂଆଦିଲ୍ଲୀ: ସାରା ବିଶ୍ୱର ଲୋକଙ୍କ ପାଇଁ ଆଜି ଏକ ବିଶେଷ ଦିନ ହେବାକୁ ଯାଉଛି। ହିନ୍ଦୁ ଧର୍ମରେ, ଆଜି ମାର୍ଗଶୀର ପୂର୍ଣ୍ଣିମା ଏବଂ ଅନ୍ନପୂର୍ଣ୍ଣା ଜୟନ୍ତୀ ପାଳନ କରାଯାଉଛି। ଆଉ ଆଜି ସନ୍ଧ୍ୟାରେ ଆକାଶର ଶୋଭା ବଢ଼ାଇବ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ର (କୋଲ୍ଡ ମୁନ୍)। ଏହା ବର୍ଷର ସର୍ବୋଚ୍ଚ…

Shark Fish in Balasore: ସମୁଦ୍ରରୁ ୨ଟି ବିଶାଳ ସାର୍କଙ୍କ ମୃତଦେହ ଉଦ୍ଧାର; ୬ କ୍ବିଣ୍ଟାଲରୁ ହେବ ଉର୍ଦ୍ଧ୍ବ

ବାଲେଶ୍ବର:ବିପଦରେ ପଡ଼ିଛି କି ସାର୍କଙ୍କ ପ୍ରଜାତି । ବଙ୍ଗୋପସାଗରରୁ ଦୁଇଟି ବିଶାଳ ସାର୍କଙ୍କ ମୃତଦେହ ମିଳିଛି। ଭୋଗରାଇ ବ୍ଲକ୍‌ ତାଳସାରୀ ନିକଟରେ ଆଜି ଏକ ବିରାଟ ସାର୍କ ଧରାପଡ଼ିଛି। କିଛି ମତ୍ସ୍ୟଜୀବୀ ମାଛ ମାରିବା ପାଇଁ ଭୁଟୁଭୁଟିରେ ମଝି ସମୁଦ୍ରକୁ ଯାଇଥିଲେ। ସେଠାରେ ସାର୍କର ମୃତଦେହ…

୬୯ ଟେଷ୍ଟ ପରେ ଘରୋଇ ସିରିଜରୁ ବାଦ ପଡିଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ସିଡନୀ: ଇଂଲଣ୍ଡ ବିପକ୍ଷ ପିଙ୍ଗ ବଲ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ଟିମ ଏକ ବଡ ନିଷ୍ପତି ନେଇଛନ୍ତି । ୧୩ ବର୍ଷ ପରେ ଅଭିଜ୍ଞ ସ୍ପିନର ନାଥାନ ଲାୟନଙ୍କୁ ଦଳରୁ ବାଦ ଦିଆଯାଇଛି । ଗାବା ଟେଷ୍ଟରେ ସେ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ମାଇକେଲ ନେସରଙ୍କୁ ଦଳରେ ସାମିଲ କରାଯାଇଛି । ଲାୟନ…

Birupa River: ବିରୂପା ନଦୀରୁ ଖସିପଡ଼ିଲା କାର୍;ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

କଟକ:ଜଗତପୁର ଥାନା ଅନ୍ତର୍ଗତ ଆଇବି ରୋଡ୍‌ସ୍ଥିତ ବିରୂପା ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ। ଆଜି ସକାଳେ ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ଟିମ୍ ମୃତଦେହ ଉଦ୍ଧାର କରିଛନ୍ତି । ଗତକାଲି ବିରୂପା ନଦୀକୁ ଖସିପଡ଼ିଥିଲା କାର । ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିଥିଲା କାର୍ । ମୃତକ ହେଲେ…

Sanchar Saathi App :ସରକାର ବଦଳାଇଲେ ନିଜ ନିଷ୍ପତ୍ତି, ‘ସଞ୍ଚାର ସାଥୀ ଆପ୍‌’ ବାଧ୍ୟତାମୂଳକ…

ନୂଆଦିଲ୍ଲୀ: ଭାରତ ବଜାରରେ ବିକ୍ରି ପାଇଁ ଉପଲବ୍ଧ ପ୍ରତ୍ୟେକ ମୋବାଇଲରେ ସଞ୍ଚାର ସାଥୀ ଆପ୍‌କୁ ଆଗୁଆ ଇନଷ୍ଟଲ୍‌ କରିବାକୁ ସରକାର ଦେଇଥିବା ନିର୍ଦେଶକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି। ସଞ୍ଚାର ସାଥୀର ବର୍ଦ୍ଧିତ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି, ସରକାର ମୋବାଇଲ୍ ନିର୍ମାତାଙ୍କ ପାଇଁ…

Fighter Jet Crash: ବଡ଼ ବିମାନ ଦୁର୍ଘଟଣା, ଅଳ୍ପକେ ବଞ୍ଚିଗଲା ପାଇଲଟଙ୍କ ଜୀବନ…

ନୂଆଦିଲ୍ଲୀ: ତାଲିମ ସମୟରେ ଘଟିଲା ଦୁର୍ଘଟଣା । କାଲିଫର୍ନିଆରେ ଏକ F-16 ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମେରିକା ବାୟୁସେନାର ଏଲିଟ୍ ଥଣ୍ଡରବର୍ଡସ୍ ସ୍କ୍ୱାର୍ଡର ଏକ F-16 ଲଢ଼ୁଆ ବିମାନ କାଲିଫର୍ନିଆର ଟ୍ରୋନା ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ…

Russian President :ଆଜି ଭାରତ ଆସୁଛନ୍ତି  ଋଷ୍ ରାଷ୍ଟ୍ରପତି ପୁଟିନ୍‌, ଭାରତ ସହ କରିପାରନ୍ତି ବଡ଼ ଡ଼ିଲ୍!

ନୂଆଦିଲ୍ଲୀ: ଆଜି ଭାରତ ଆସୁଛନ୍ତି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଆଜିଠୁ ୨ ଦିନିଆ ଭାରତ ଗସ୍ତରେ ଆସୁଥିବାବେଳେ ଏହି ଅବସରରେ ୨ ଦେଶ ମଧ୍ୟରେ ବେସାମରିକ ଆଣବିକ ସହଯୋଗ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହେବାକୁ ଯାଉଛି।ସେ ପ୍ରାୟ…

Naxal Encounter: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୨ ମାଓବାଦୀ ନିହତ; ୩ ଯବାନ ସହିଦ

ରାୟପୁର: ଛତିଶଗଡ଼ର ଦାନ୍ତେୱାଡ଼ା-ବିଜାପୁର ସୀମାରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବୁଧବାର ବଡ଼ଧରଣର ଏନ୍‌କାଉଣ୍ଟର ହୋଇଛି। ଏଥିରେ ୧୨ ମାଓବାଦୀ ନିପାତ ହୋଇଛନ୍ତି। ଅନ୍ୟପଟେ ଏହି ଏନ୍‌କାଉଣ୍ଟରରେ ଡିଆର୍‌ଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ)ର ୩ ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ…