ଓଲିଉଡରେ ଶୋକର ଛାୟା: ଖ୍ୟାତନାମା ସିନେମାଟୋଗ୍ରାଫର୍ ଦିଲୀପ ରାୟଙ୍କ ପରଲୋକ
ଭୁବନେଶ୍ୱର: ୭୮ ବର୍ଷ ବୟସରେ ବିଶିଷ୍ଟ କ୍ୟାମେରାମ୍ୟାନ ଦୀଲ୍ଲିପ ରାୟଙ୍କ ଦେହାନ୍ତ। ଓଲିଉଡ ଜଗତର ପରିଚିତ ଚେହେରା ସିନେମାଟୋଗ୍ରାଫର୍ ଦିଲୀପ ରାୟ। ସେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲ୍ ରେ ଗତକାଲି ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କିଛିଦିନ ତଳେ ତାଙ୍କୁ ହୃଦଘାତ ଯୋଗୁଁ ବ୍ରେନ୍…