Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ଗସ୍ତରୁ ଫେରି ଇସ୍ରୋ ଆଇଏସଟ୍ରାକ୍ ପରିଦର୍ଶନ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୬ ତାରିଖ ସକାଳ ପ୍ରାୟ ୭:୧୫ ରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ (ଆଇଏସଟ୍ରାକ୍) ପରିଦର୍ଶନ କରିବେ। ଦକ୍ଷିଣ ଆଫ୍ରିକା ଓ ଗ୍ରୀସ ଗସ୍ତରୁ ଫେରିବା ପରେ ସେ ତୁରନ୍ତ ବେଙ୍ଗାଲୁରୁରେ ପହଞ୍ଚିବେ।…

ଅନୁଗୋଳ ବାଜି ରାଉତ ଛାତ୍ରାବାସର ଉନ୍ନତିକରଣ ନିମନ୍ତେ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କର ସ୍ମୃତି ବହନ କରୁଥିବା ଅନୁଗୋଳସ୍ଥିତ ବାଜିରାଉତ ଛାତ୍ରାବାସର ଉନ୍ନତିକରଣ ସଂପର୍କରେ ଏକ ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ…

ଶ୍ରେଷ୍ଠ ଅଭିନେତା ପୁରସ୍କାର ନ ମିଳିବାରୁ ଦୁଃଖ ପ୍ରକାଶ କଲେ ଅନୁପମ

ମୁମ୍ବାଇ: ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୩ର ବିଜେତାଙ୍କ ନାମ ଘୋଷଣା କରାଯାଇଛିା ଦିଲ୍ଲୀର ନାସନାଲ ମିଡିଆ ସେଣ୍ଟରରେ ଏହି ବିଶେଷ ଆୱାର୍ଡ ସେରିମନିର ଆୟୋଜନ କରାଯାଇଛି । ଏଥିରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନରଗିସ ଦତ୍ତ ଶ୍ରେଷ୍ଠ ଫିଚ୍‌ର ଫିଲ୍ମ ପୁରସ୍କାର…

ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ୭୪ ଜଣଙ୍କୁ ପଦକ ପ୍ରଦାନ କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟ ପୋଲିସ୍‌ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା, କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ସାହସିକତା ପଦକ ପ୍ରଦାନ କରାଯାଇଛି।…

ଏସିଆନ ଗେମ୍ସରେ ଏଥର ଅଂଶଗ୍ରହଣ କରିବେ ୬୩୪ ଜଣିଆ ଭାରତୀୟ ଟିମ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତ ୬୩୪ଜଣିଆ ଟିମ ଏଥର ଅଂଶଗ୍ରହଣ କରିବେ । ଶୁକ୍ରବାର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ଅଲିମ୍ପିକ ଆସୋସିଏଶନ ୮୫୦ ଆଥଲେଟଙ୍କ ନାମ ସୁପାରିଶ କରିଥିଲା…

ତେଲ କଡ଼େଇରେ ସିଡି ପକାଇ ଛାଣିଲେ ମହିଳା, ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଅନେକ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବେ ସେମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି, ଯେଉଁଥିରେ ଜଣେ ମହିଳା ଗରମ ତେଲ କଡ଼େଇରେ ପୁରୁଣା ସିଡ଼ି ଛାଣି ନିଜର ଦକ୍ଷତା ଦେଖାଇଛନ୍ତି । ଏହାକୁ ଦେଖି ଲୋକେ ଚକିତ…

ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସ ଜରିଆରେ ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହା ଝାରସୁଗୁଡା…

ନିଜ ପାରିଶ୍ରମିକକୁ ନେଇ ଅସନ୍ତୋଷ ପ୍ରକାଶ କଲେ କମେଡ଼ି କୁଇନ୍ ଭାରତୀ

ମୁମ୍ବାଇ: ଛୋଟ ପରଦାର ଜଣାଶୁଣା କମେଡ଼ି କୁଇନ୍ ଭାରତୀ ସିଂ । ସେ ତାଙ୍କ କମେଡି ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ସେ ଅନେକ ଟିଭି ସୋ’ରେ କାମ କରିବା ସହ କିଛି ଫିଲ୍ମ ଏବଂ କିଛି ଆୱାର୍ଡ ସୋ’ରେ ମଧ୍ୟ ହୋଷ୍ଟ କରନ୍ତି । ସେ ସୋସିଆଲ ମିଡ଼ିଆରେ…

ଏସୀୟ ମହିଳା ହକି ବିଶ୍ୱକପ ୫ କ୍ୱାଲିଫାୟର: ମାଲେସିଆକୁ ହରାଇ ଅଭିଯାନ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ: ଏସୀୟ ମହିଳା ହକି ବିଶ୍ୱକପ୫ କ୍ୱାଲିଫାୟରରେ ଭାରତ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଭାରତ ୭-୨ ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା । ହକି ୫ରେ ପ୍ରତ୍ୟେକ ଟିମ ପକ୍ଷରୁ ୫ଜଣ ଲେଖାଁଏ ଖେଳାଳି ଖେଳିଥାନ୍ତି । ଏହାର ପଡିଆ ନିୟମିତ ଫିଲ୍ଡ ହକି…

ଆନ୍ଧ୍ରପ୍ରଦେଶରେ ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ଚିନ୍ନାମେଦାପାଲ୍ଲୀ: ଆଜି ଆନ୍ଧ୍ରପ୍ରଦେଶରେ ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଆନ୍ଧ୍ରପ୍ରଦେଶରେ ସ୍ଥାପନା ହେବାକୁ ଥିବା ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ ଆନ୍ଧ୍ରପ୍ରଦେଶ ସମେତ ପଡୋଶୀ ଓଡ଼ିଶା ଓ ଛତିଶଗଡର…