ସ୍ବାଭିମାନ ଅଞ୍ଚଳରେ ଉଇଁଲା ବିକାଶର ନୂତନ ସୂର୍ଯ୍ୟ, ଆକଶପଥରେ ଯୋଡି ହେଲା ମାଲାକାନଗିରି
ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ଉଇଁଲା ବିକାଶର ନୂତନ ସୂର୍ଯ୍ୟ । ଆକଶପଥରେ ଯୋଡି ହେଲା ମାଲାକାନଗିରି ଜିଲ୍ଲା । ଉଦଘାଟନ ହେଲା ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବା ପରେ ଏହାକୁ ଲୋକାର୍ପଣ କରିଛନ୍ତି।
ଲୋକାର୍ପିତ…