Latest Odisha News

BREAKING NEWS

ଏବେ ମନୋରଞ୍ଜନ ଦୁନିଆରେ ଏଆଇ : ଶିବ ତାଣ୍ଡବ କରୁଛି ଆଚମ୍ବିତ

ନୂଆଦିଲ୍ଲୀ: ଦିନ ଥିଲା ଯେତେବେଳେ ଇଣ୍ଟରନେଟ୍‌କୁ ମଣିଷ ଶ୍ରେଷ୍ଠ ଉଦ୍ଭାବନ ବୋଲି କୁହାଯାଉଥିଲା । ସମୟ ବଦଳିବା ଅନୁସାରେ ଇଣ୍ଟରନେଟ୍ ବ୍ୟବହାରରେ ଯୋଡ଼ି ହୋଇଛି ଅନେକ ନୂଆ ନୂଆ ଫର୍ଦ୍ଦ । ଏଥିରେ ଏବେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ , ଯାହାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ…

ଡରାଇ ଚାଲିଛି ଡେଙ୍ଗୁ ମଶା, ଭୁବନେଶ୍ବରର ୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ଓ୍ୱାର୍ଡ ଖୋଲିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ଯା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ଓ୍ୱାର୍ଡ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଅନେକ ସ୍ଥାନରେ ହସ୍ପିଟାଲ ବେଡ  ତଳେ ଡେଙ୍ଗୁ ରୋଗୀ ଚିକିତ୍ସିତ…

ପୁଣି ଚର୍ଚ୍ଚାରେ ଉର୍ଫି: ପିନ୍ଧିଲେ ପାନିଆରେ ତିଆରି ପୋଷାକ

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ଏବେ ପୁଣି ସେମିତି ଅଜବ ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏହିସବୁ ଅଜବ ଷ୍ଟାଇଲକୁ ଅନେକ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ନାପସନ୍ଦ ବି କରନ୍ତି । ଏବେ ସେ ପାନିଆରେ…

ଅଜବ ରେଷ୍ଟୁରାଣ୍ଟ: ବାରମ୍ବାର ୱେଟରଙ୍କୁ ଡ଼ାକିଲେ ଅଧିକ ବିଲ୍ ଦେବାକୁ ପଡ଼େ

ସ୍ପେନ୍‌: ପରିବାର ସଦସ୍ୟଙ୍କ ସହ ହେଉ ବା ସାଙ୍ଗମାନଙ୍କ ସହ ରେଷ୍ଟୁରାଣ୍ଟ ଯିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ସେଥିଲାଗି ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ଟିକେ ଖୁସି ପାଇଁ ଲୋକେ ଖାଇବାକୁ ରେଷ୍ଟୁରାଣ୍ଟ ଯାଇଥାନ୍ତି । କିନ୍ତୁ ଏମିତି ଏକ ରେଷ୍ଟୁରାଣ୍ଟ ଅଛି,ଯାହାର ନିୟମ…

ଆସନ୍ତା ୨୪ରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ ପ୍ରଧାନ ମହଲେଖାକାର (ଲେଖା ଓ ହକଦାରୀ)ଙ୍କ ସହଯୋଗରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆସନ୍ତା ୨୪ ତାରିଖ ଦିନ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ…

ହୋମଗାର୍ଡଙ୍କୁ ନିର୍ଯାତନା: ସେପ୍ଟେମ୍ବର ୧୫ ସୁଦ୍ଧା ରିପୋର୍ଟ ଦେବାକୁ ଡିଜିପିଙ୍କୁ ଓଏଚଆରସିର ନୋଟିସ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ବ୍ରିଜେଶ ରାଏଙ୍କ ପତ୍ନୀଙ୍କ ଦ୍ୱାରା ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଖବର ପ୍ରକାଶ ପାଇବା ପରେ ମଙ୍ଗଳବାର ଓଡ଼ିଶା ମାନବାଧିକାର କମିସନ (ଓଏଚଆରସି) ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ରିପୋର୍ଟ ତଲବ କରିବା ସହ ଗଭୀର ଉଦବେଗ…

ଚେସ ବିଶ୍ୱକପ ଫାଇନାଲ: ପ୍ରଜ୍ଞାନନନ୍ଦ-କାର୍ଲସେନ ପ୍ରଥମ ମ୍ୟାଚ ଡ୍ର

ନୂଆଦିଲ୍ଲୀ: ଚଳିତ ଚେସ ବିଶ୍ୱକପ ୨୦୨୩ ଫାଇନାଲ ମ୍ୟାଚ ଭାରତର ଗ୍ରାଣ୍ଡମାଷ୍ଟର ଆର.ପ୍ରଜ୍ଞାନନନ୍ଦ ଓ ନରୱେର ଗ୍ରାଣ୍ଡମାଷ୍ଟର ମାଗ୍ନସ କାର୍ଲସେନ ମଧ୍ୟରେ ଖେଳାଯାଉଛି । ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ଦ୍ୱିତୀୟ ଗେମରେ ଯଦି ଫଳାଫଳ ନ ବାହାରେ ତେବେ ଟାଇବ୍ରେକରର…

ସାରଦା ଚିଟଫଣ୍ଡ ଠକେଇ, ଦୁଇ ଅଧିକାରୀଙ୍କୁ ୫ ବର୍ଷ ଜେଲ୍ ସହ ଜରିମାନା

ବାଲେଶ୍ୱର: ଚିଟଫଣ୍ଡ କମ୍ପାନୀ 'ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ୍'ର ଦୁଇ ଅଧିକାରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ସହ ଜରିମାନା ଶୁଣାଇଛନ୍ତି ବାଲେଶ୍ବରର ସ୍ୱତନ୍ତ୍ର କୋର୍ଟ। କୋଟି କୋଟି ଟଙ୍କାର ନିବେଶକଙ୍କଠାରୁ ଠକେଇ କରିଥିବା ଅଭିଯୋଗରେ ମଙ୍ଗଳବାର କୋର୍ଟ ଏଭଳି ଏକ ରାୟ ଦେଇଛନ୍ତି।…

ଏସସି-ଏସଟି, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତୃତ୍ୱ ବିକାଶ ରାଜ୍ୟ ପ୍ରଗତୀ ପାଇଁ ଏକାନ୍ତ ଆବଶ୍ୟକ: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟର ଅନୁସୂଚିତ ଜାତି, ଜନଜାତି, ପଛୁଆବ ବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଜନସଂଖ୍ୟା ଆନୁପାତିକ ଭାବରେ ସର୍ବାଧିକ ରହିଛି। ଯେପର୍ଯ୍ୟନ୍ତ ରାଜ୍ୟର ଏହି ବର୍ଗର ଜନସାଧାରଣଙ୍କ ମଧ୍ୟରେ ନେତୃତ୍ୱର ବିକାଶ ହୋଇନାହିଁ ସେ ପର୍ଯ୍ୟନ୍ତ ରାଜ୍ୟର ବିକାଶ ଅସମ୍ଭବ ବୋଲି କହିଛନ୍ତି…

ବେଆଇନ କଫ ସିରପ କାରବାର, ୩୦ ଔଷଧ ବେପାରୀ ଗିରଫ

ବରଗଡ: ବେଆଇନ କଫ ସିରପ୍ ଚୋରା ଚାଲାଣ କରୁଥିବା ୩୦ ଜଣ ଔଷଧ ବେପାରୀଙ୍କୁ ମଙ୍ଗଳବାର ବରଗଡ଼ ପୁଲିସ କାବୁ କରିଛି।ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ ଏସପିଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି। ଏହା ପୂର୍ବରୁ ଫେବୃଆରୀ ଓ ମାର୍ଚ୍ଚ ମାସରେ ସମାନ ପରିମାଣରେ ଚଢାଉ କରାଯାଇ ବେଆଇନ କଫ୍ ସିରଫ କରିବାରର…