Latest Odisha News

BREAKING NEWS

ଚର୍ଚ୍ଚାରେ ଶୁଭମନ ରଖିଥିବା ୨୦୨୩ ପାଇଁ ଟାର୍ଗେଟ

ନୂଆଦିଲ୍ଲୀ: ଭାରତର ଉଦୀୟମାନ କ୍ରିକେଟର ଶୁଭମନ ଗିଲଙ୍କ ଏକ ପୋଷ୍ଟ ଏବେ ଚର୍ଚ୍ଚାର କାରଣ ସାଜିଛି । ୩୧ ଡିସେମ୍ବର ୨୦୨୨ରେ ତାଙ୍କର ଆଗାମୀ ବର୍ଷ ପାଇଁ କଣ ଟାର୍ଗେଟ ଥିଲା ତାହା ସେ ଶେୟାର କରିଛନ୍ତି । ଏହି ହାତ ଲେଖା ଫଟୋଟିରେ ସେ ରଖିଥିବା ଲକ୍ଷ୍ୟ ପ୍ରାୟତଃ ହାସଲ କରିଥିଲେ । ଭାରତୀୟ…

କୁହୁଡି ଯୋଗୁଁ ବଢୁଛି ସଡ଼କ ଦୁର୍ଘଟଣା: ପ୍ରତିବର୍ଷ ହାରାହାରି ୧୮ହଜାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଶୀତ ଦିନେ କୁହୁଡି ଏକ ମୁଖ୍ୟ ସମସ୍ୟା । କୁହୁଡି ଯୋଗୁଁ ଦୃଶ୍ୟମାନ କ୍ଷମତା ହ୍ରାସ ପାଏ ଓ ଦୁର୍ଘଟଣା ଘଟିଥାଏ । କୁହୁଡି ଯୋଗୁଁ ପ୍ରତିବର୍ଷ ହାରାହାରି ୧୮ହଜାର ଲୋକଙ୍କ ମୃତ୍ୟୁ ହେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । କୁହୁଡି ଯୋଗୁଁ ଉତ୍ତରପ୍ରଦେଶରେ ସର୍ବାଧିକ ସଡକ…

ପୋଲାଭରମ ପ୍ରକଳ୍ପ ବିରୋଧ ଘଟଣା; ପୁରୀ ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଲା ମୋଟୁ ଠାରୁ ଆରମ୍ଭ ହୋଇଥିବା ସାଇକେଲ ଯାତ୍ରା

ପୁରୀ: ପୋଲାଭରମ ପ୍ରକଳ୍ପ କୁ ବିରୋଧ କରି ମୋଟୁ ଠାରୁ ଆରମ୍ଭ ହୋଇଥିବା ସାଇକେଲ ଯାତ୍ରା ଆଜି ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଛି । ଆଇନଜୀବୀ ତଥା "ପିପୁଲ ଏଗେନେଷ୍ଟ ପୋଲାଭରମ ପ୍ରୋଜେକ୍ଟ ଜାତୀୟ କମିଟି ଉପଦେଷ୍ଟା ଲମ୍ବୋଧର ତୁରୁଜଙ୍କ ସାଇକଲ ଯାତ୍ରା ଆଜି ପୁରୀ ଠାରେ ଶେଷ…

୨୦୨୪ରେ ଭାରତୀୟ କ୍ରିକେଟ ଟିମର ରହିଛି ବ୍ୟସ୍ତବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ୨୦୨୪ରେ ଭାରତୀୟ କ୍ରିକେଟ ଟିମ ନିକଟରେ ରହିଛି ବ୍ୟସ୍ତବହୂଳ କାର୍ଯ୍ୟସୂଚୀ । ଅଳ୍ପକେ ଦିିନିକିଆ ବିଶ୍ୱକପ ହାତଛଡା କରିଥିବା ଭାରତ ଏଥର ଟି୨୦ ବିଶ୍ୱକପ ନିଶ୍ଚିତ ଭାବେ ଜିତିବା ପାଇଁ ଚାହିଁବ । ଆସନ୍ତୁ ନଜର ପକାଇବା ଭାରତର କାର୍ଯ୍ୟସୂଚୀ ଉପରେ.. । ୨୦୨୪ରେ ଭାରତ ଚଳିତ ଦକ୍ଷିଣ…

୨୦୨୪ରେ କିମଙ୍କ ମାଷ୍ଟର ପ୍ଲାନ: ଆଉ ୩ଟି ‘ସ୍ପାଇ ସାଟେଲାଇଟ୍’ ଛାଡ଼ିବା ସହ ଓ ଆଣବିକ ଶକ୍ତି ବୃଦ୍ଧି କରିବ ନର୍ଥ କୋରିଆ 

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ୨୦୨୪ ପାଇଁ ତାଙ୍କର ମାଷ୍ଟର ପ୍ଳାନ ପ୍ରସ୍ତୁତ କରିଛନ୍ତି। କିମ୍ ନୂଆ ବର୍ଷରେ ଆହୁରି ୩ଟି ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରୁଛନ୍ତି। ଉତ୍ତର କୋରିଆର ୟୋନହାପ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଉତ୍ତର କୋରିଆ…

ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ମୁକ୍ତ ଓ ସମୃଦ୍ଧଶୀଳ ଓଡ଼ିଶା ଗଠନ ହେଉଛି ନୂତନ ବର୍ଷର ଆହ୍ୱାନ: ବିଜେପି

ଭୁବନେଶ୍ୱର: ସରିଲା ବର୍ଷ ୨୦୨୩ । ରାତି ପାହିଲେ ଇଂରାଜୀ ନୂଆବର୍ଷ-୨୦୨୪ । ଏନେଇ ସମଗ୍ର ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏହି ଅବସରରେ ମନମୋହନ ସାମଲ କହିଛନ୍ତି ଯେ, ପ୍ରାକୃତିକ…

ଗଞ୍ଜାମ ତପ୍ତପାଣି ଘାଟିରେ ଓଲଟିଲା ପିକ୍‌ନିକ୍‌ ବସ୍‌, ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର

ଗଞ୍ଜାମ: ପିକନିକ ସାରି ଫେରୁଥିବା ସମୟରେ ଅଘଟଣ । ଖୁସି ର ସମୟ ପାଲଟିଲା ଦୁଃଖରେ । ଗଞ୍ଜାମ ର ତପ୍ତପାଣି ଘାଟିରେ ପିକନିକ ବସ ଓଲଟି ପଡିବାରୁ ଏଥିରେ ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲ ରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ୨୦୨୩…

ନୂଆବର୍ଷ ଉପଲକ୍ଷେ ବାଲୁକାକଳାରେ ମହାପ୍ରଭୁ ଜଗନ୍ନାଥଙ୍କ ବଡସିଂହାର ବେଶ

ପୁରୀ: ନୂଆବର୍ଷ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କ ବଡସିଂହାର ବେଶ । ଏହି ବାଲୁକା କଳାକୃତିକୁ ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଛାତ୍ରଛାତ୍ରୀ । ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ୨୫ ଫୁଟ୍…

ଜାନୁଆରୀ ୪ରୁ ଚିଲିକାରେ ବିଦେଶାଗତ ପକ୍ଷୀ ଗଣନା

ଭୁବନେଶ୍ବର: ଚିଲିକାରେ ଜାନୁୟାରୀ ୪ ତାରିଖରେ ଶୀତକାଳୀନ ପକ୍ଷୀ ଗଣନା କରାଯିବ । ଏଥି ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ସକାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ସ୍ୱତନ୍ତ୍ର ଟିମ୍‌ ନିଯୁକ୍ତ ହେବେ ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନ ଡିଏଫ୍‌ଓ ସୂଚନା…

ଇଟାଲୀର ରହସ୍ୟମୟ ଆଇସଲାଣ୍ଡ..ଯିଏ ଏହାକୁ କିଣିଲା ସେ ଚାଲିଗଲା ଆରପାରିକୁ

ଇଟାଲୀକୁ ବୁଲିଯିବାକୁ କିଏ ବା ଭଲ ନ ପାଏ । ଏଠାରେ ଏପରି ସ୍ଥାନ ଅଛି ଯାହାକି ସ୍ୱର୍ଗ ସହିତ ମଧ୍ୟ ତୁଳନା କରାଯାଏ । ତେବେ ଏଠାରେ ଏପରି ଏକ ଦ୍ୱୀପ ଅଛି ଯାହାକୁ ନେଇ ରହିଛି ରହସ୍ୟମୟ କାହାଣୀ । ଏହି ଦ୍ୱୀପ ଅଶୁଭ । ଏହାକୁ ଯିଏ କିଣିଛି ସେ ଆରପାରିକୁ ଯାଇଛି କିମ୍ବା ତାର ପରିବାର ବର୍ବାଦ ହୋଇ…