ରାମେଶ୍ଵରମ୍ କେଫ୍ ବିସ୍ଫୋରଣ ମାମଲା, ଏନଆଇଏ ହାତରେ ଲାଗିଲା ବଡ ତଥ୍ୟ
ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଅଭିଯୁକ୍ତର ମୁହଁ । କିଛି ଦିନ ପୂର୍ବରୁ କର୍ଣ୍ଣାଟକର ବେଙ୍ଗାଲୁରୁର ପ୍ରସିଦ୍ଧ ରମେଶ୍ୱରମ୍ କାଫେରେ ଘଟିଥିବା ବିସ୍ଫୋରଣ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ହାତରେ ଲାଗିଛି ବଡ ତଥ୍ୟ । ଏହି ମାମଲାରେ ସନ୍ଦିଗ୍ଧଙ୍କ ଚେହେରା ଏବେ ସମସ୍ତଙ୍କ…