Latest Odisha News

BREAKING NEWS

ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; ବିଶ୍ୱମିତ୍ରର ପରିଚୟ ସୃଷ୍ଟି କରିଛି ଭାରତ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହ ଭାରତକୁ ମୁକ୍ତ କରିଥିବା ସ୍ବାଧୀନତା ସଂଗ୍ରାମର ଶହୀଦ ତଥା ସଂଗ୍ରାମୀମାନଙ୍କୁ ପ୍ରଣାମ…

ମୁକ୍ତି ସଂଗ୍ରାମର ମହାନ ସଂଗ୍ରାମୀ ଜାତୀୟ କବି ବୀରକିଶୋର

ରାଜଲକ୍ଷ୍ମୀ ତ୍ରିପାଠୀ  ଦେଶ ସ୍ବାଧୀନତା ସଂଗ୍ରାମର ଅଶ୍ରୁଳ କାହାଣୀ ଯେପରି ବେଦନାଦାୟକ ସେପରି ରୋମାଞ୍ଚକର ଓ ପ୍ରେରଣାପ୍ରଦ। ଆମ ସ୍ବାଧୀନତା ପ୍ରାପ୍ତିର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ସେ ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ତ୍ୟାଗର ଇତିହାସ ପ୍ରାୟ ବିସ୍ମୃତ। ଭାରତବର୍ଷର ମୁକ୍ତି…

ଦେଶ ପାଳୁଛି ୭୭ ତମ ସ୍ଵାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଗାତାର ୧୦ମ ଥର ପାଇଁ ଲାଲକିଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

କବିତା : ସ୍ୱାଧୀନ ଦେଶର ସନ୍ତାନ

ବାସନ୍ତୀ ଲତା ଜେନା  ସ୍ୱାଧୀନ ଦେଶର ସନ୍ତାନ ଆମେରେ ଆମେରେ ବୀର ଯବାନ ସତ୍ୟ ପଥେ ରହି କାମ କରିଯିବା ଆମେ ହେବା ବଳିୟାନ। ବହୁ କଷ୍ଟ ସହି ପୂର୍ବ ପୁରୁଷ ଯେ ଆଣିଦେଲେ ସ୍ୱାଧୀନତା ସ୍ୱାଧୀନତା ମାନ ରକ୍ଷା କରିବାକୁ ଆମର ବଢୁଛି ଚିନ୍ତା। ଆକାଶେ ଉଡୁଛି ତ୍ରିରଙ୍ଗା ପତାକା…

ଭାଷା ଭାଗବତ : ଶୃଂଗାରୋହୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୋ ନିଜ ମତର ଔଚିତ୍ୟ ପ୍ରମାଣ ନିମଂତେ ଉଦ୍ୟତ କେବେ ଥରେ ବି ହୋଇନାହିଁ ସ୍ବମତ ପାଳି, ଥାଏଁ ରହି ଯେହେତୁ ମୁଁ ନିଜେ ସ୍ବାଧୀନ ଅନ୍ୟ କାହାକୁ ପରାଧୀନ କରି ପାଶେ ରଖିବା ପାଇଁ କେବେ ଚେଷ୍ଟିତ ହୁଏନାହିଁ ନିଜ ଲକ୍ଷ୍ୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଛପନ ଭୋଗ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ବିଷୟରେ ଆଲୋଚନା ଜାରି ରଖିବା। ଏଇ ସୁନ୍ଦର ପଦ୍ୟ "ଆରତି ବେଳ ଯେ ଗଡି ତ ଯାଉଛି, ଉଠ ହେ ଛପନଭୋଗୀ ।" ଓଡ଼ିଶାର ଭଜନ ସମ୍ରାଟ ଭିକାରୀ…

ସ୍ୱାଧୀନତା ଦିବସ ପୂର୍ବରୁ ବିଭିନ୍ନ ହୋଟେଲରେ ପୋଲିସର ଚଢାଉ, ଗେଷ୍ଟ ଲିଷ୍ଟ୍ ଯାଞ୍ଚ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ସୋମବାର ରାତିରେ ଭୁବନେଶ୍ୱର ବିଭିନ୍ନ ହୋଟେଲରେ ପୋଲିସ ଚଢାଉ କରିଛି । କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଲକ୍ଷ୍ମୀସାଗର ଓ ଶହୀଦନଗର ଥାନା ଅଞ୍ଚଳରେ ମିଳିତ ଭାବେ ପୋଲିସ ଚଢାଉ କରାଯାଇଥିଲା । ଏହି ଚଢାଉରେ ବଛା ବଛା ଅଫିସରକୁ ନେଇ ଗଠିତ ଟିମ୍…

ଦେଶର ସମସ୍ତ ନାଗରିକ ସମ୍ମାନ, ସମସ୍ତଙ୍କର ରହିଛି ସମାନ ଅଧିକାର: ସ୍ବାଧୀନତା ଦିବସରେ ରାଷ୍ଟ୍ରପତିଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୭ ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ଭାରତର ଝିଅମାନେ "ଆଗକୁ ଅଗ୍ରସର ହୁଅନ୍ତୁ" ଏବଂ "ସମସ୍ତ ଆହ୍ୱାନକୁ ସାମ୍ନା କରିବାରେ ସକ୍ଷମ ହୁଅନ୍ତୁ"। ସେ ସମ୍ବିଧାନ ଦ୍ୱାରା…

ଆଫଗାନିସ୍ତାନରେ ଆତଙ୍କୀ ହାମ୍‌ଲା : ହୋଟେଲ ଉପରେ ଆକ୍ରମଣ, ୩ ମୃତ

ଆଫଗାନିସ୍ତାନ: ଆଫଗାନିସ୍ତାନ ଖୋଷ୍ଟର ଅଞ୍ଚଳର ଏକ ହୋଟେଲରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଆହତ ହୋଇଛନ୍ତି । ହୋଟେଲକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା ଜଣାଯାଇଛି । ସୋମବାର ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ହୋଟେଲ ଉପରେ…

ମାହାଙ୍ଗାରେ ନାବାଳିକାର ଶବ ବ୍ଯବଚ୍ଛେଦ ନହୋଇ ଅନ୍ତିମ ସଂସ୍କାର ଅଭିଯୋଗ, ଡିଜିପିଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର: ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଘଟଣା ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ୨ ମାସ ତଳେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ…