ପାଣ୍ଡିଆନ ଆଖଣ୍ଡଳ ମନ୍ଦିରରୁ ଫେରିବା ପରେ ପବିତ୍ର ଗଙ୍ଗା ଜଳ ପକାଇ ସେବାୟତ କଲେ ଶୁଦ୍ଧି
ଭଦ୍ରକ: ବୁଧବାର ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ପୁରୀ ଗସ୍ତ ସମୟରେ ଭଦ୍ରକ ଆରଡି ସ୍ଥିତ ବାବା ଅଖଣ୍ଡଳମଣି ମନ୍ଦିରରେ ୟୁଟ୍ୟୁବର କାମିଆ ଜାନୀଙ୍କ ପୁରୀ ଶ୍ରୀମନ୍ଦିର ପ୍ରବେଶକୁ ନେଇ ସେବାୟତମାନେ ତୀବ୍ର ବିରୋଧ କରିଥିଲେ।
ନିଜ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଗୋମାଂସ ଖାଇ ପ୍ରଚାର କରିଥିବା…