ଆପଣ ଚା’ ଲଭର କି? ତେବେ ଚିନି ବଦଳରେ ପିଅନ୍ତୁ ଗୁଡ଼ ଚା, ସ୍ଵାସ୍ଥ୍ୟ ପାଇଁ ବେଶ ଉପକାରୀ
ଭୁବନେଶ୍ଵର: ପ୍ରାୟତଃ ଆମ ମାନଙ୍କର ଦିନର ଆରମ୍ଭ ଏକ କପ୍ ଚା’ରୁ ହୋଇଥାଏ । କାରଣ ଆମ ଦେଶରେ ଅଧିକାଂଶ ଲୋକ ଚା’ର ସୌକିନ ଥାନ୍ତି । ଘରକୁ କେହି ଅତିଥି ଆସିଲେ ପ୍ରଥମେ କପେ ଚାହାରେ ହିଁ ତାଙ୍କ ସ୍ୱାଗତ କରାଯାଇ ଥାଏ । ଏହାବାଦ ଅଫିସରେ କାମ କରୁଥିବା ବେଳେ, ଅଧିକ ଥଣ୍ଡା ପଡ଼ିଥିଲେ, ବା…