ଖ୍ରୀଷ୍ଟମାସରେ ନିଜକୁ ଚମତ୍କାର ଉପହାର ଦେଲେ ଦୁନିଆର ସବୁଠୁ ବଡ଼ ଓଠବାଲି ମହିଳା
ବୁଲଗେରିଆ: ଆଜିକାଲି ଲୋକମାନେ ସୁନ୍ଦର ଦେଖାଯିବା ପାଇଁ ଯେକୌଣସି ସ୍ତରକୁ ବି ଯିବାକୁ ପ୍ରସ୍ତୁତ। କିଛି ଲୋକ ଅଛନ୍ତି ଯେଉଁମାନେ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ କରିବା ପାଇଁ ନୂତନ ପରୀକ୍ଷଣ ବି କରନ୍ତି।
ବୁଲଗେରିଆର ବାସିନ୍ଦା ଆଣ୍ଡ୍ରେଆ ଇଭାନୋଭା ଦୁନିଆର ସବୁଠୁ ବଡ ଓଠ ଥିବା ମହିଳା…