Latest Odisha News

BREAKING NEWS

ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ପାଳିତ: ଗ୍ରାହକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି। ଜୟଦେବ ଭବନରେ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ପକ୍ଷରୁ ଉପଭୋକ୍ତା ସଚେତନତା ନିମନ୍ତେ ଏକ ପୁସ୍ତିକା ଉନ୍ମୋଚିତ…

ଦୁଇ କୋଟି ଟଙ୍କା ପାଇଁ ନାବାଳିକାକୁ ଅପହରଣ, ଅଭିଯୁକ୍ତ ଗିରଫ

ଦେବଗଡ଼: ଦେବଗଡ଼ ସହରରେ ଜଣେ ୬ ବର୍ଷର ନାବାଳିକାକୁ ଅପହରଣ କରାଯିବା ପରେ ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ସନ୍ଦିଗ୍ଧଙ୍କୁ ପୁଲିସ ତୁରନ୍ତ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ ଜିଲ୍ଲାର ହିମାଂଶୁ ନାରଙ୍ଗ, ଦୀପକ ନାୟକ, ରୋହିତ ପାତ୍ର ଓ ମହେଶ୍ୱର ଶଗଡିଆ। ଦୁଇ କୋଟି ଟଙ୍କା…

ଆଠଗଡ଼ ବିଧାୟକ ରାଜା ସ୍ବାଇଁଙ୍କ ଗାଡ଼ି ଉପରକୁ ପଥର ମାଡ଼ ଅଭିଯୋଗ, ପୁଲିସ ତଦନ୍ତ ଜାରି

ଆଠଗଡ଼: ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଗାଡ଼ି ଉପରକୁ ପଥର ମାଡ଼ ହୋଇଥିବା ନେଇ କଟକ ଜିଲ୍ଲା ଆଠଗଡ଼ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରୀଙ୍କ ପୁଅ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ରାଧାପତିପୁର ଛକ ନିକଟରେ…

ଆରପାରିରେ ସ୍ବାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲିକ: ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଚାଟରାଚକୋଡା ପଞ୍ଚାୟତ ହଳଦୀବସନ୍ତ ଗାଁର ଶତାୟୁ  ସ୍ୱାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲିକ  । ଗତକାଲି ୧୦୩ ବୟସରେ ତାଙ୍କର ପରଲୋକ ଘଟିଛି । ୧୯୨୯ ମସିହାରେ  ଜନ୍ମଗ୍ରହଣ କରିଥିଲେ ସ୍ଵର୍ଗତଃ ମଲିକ । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ…

ଆସନ୍ତା ଜାନୁଆରୀ ରୁ ମାଲକାନଗିରିକୁ ଉଡିବ ବିମାନ

ମାଲକାନଗିରି: ରାଉରକେଲା ପରେ ମାଲକାନଗିରି ରୁ ଉଡିବ ବିମାନ । ଏନେଇ ଶେଷ ହୋଇଛି ବିମାନବନ୍ଦର ନିର୍ମାଣ କାର୍ଯ୍ୟ । ତେବେ ନୂଆବର୍ଷରୁ ମାଲକାନଗିରିକୁ ବିମାନ ଉଡିବା ନେଇ ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ନନ୍ ସିଡ୍ୟୁଲ ବିମାନ ଚଳାଚଳ ପାଇଁ ଯୋଜନା ଥିବାବେଳେ, ପରେ ଯାତ୍ରୀ ସଂଖ୍ୟା…

‘କପଲ’ଙ୍କ ହନିମୁନ ପାଇଁ ସର୍ବୋତ୍ତମ ଏହି ୫ ସ୍ଥାନ, ଥରେ ବୁଲି ଯାଆନ୍ତୁ ସାରା ଜୀବନ ମନେ ରହିବ

ନୂଆଦିଲ୍ଲୀ: ପ୍ରାୟତଃ କାମର ଚାପ ଏବଂ ପରିବାରର ଦେଖାଶୁଣା କାରଣରୁ ଦମ୍ପତି ମାନେ ପରସ୍ପରକୁ ସମୟ ଦେବାରେ ସକ୍ଷମ ହୋଇପାରନ୍ତି ନାହିଁ । ଆପଣ ମଧ୍ୟ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରନ୍ତି । ଏପରି ସ୍ଥିତିରେ, ଯଦି ଆପଣ କେବଳ କିଛି ଦିନ ପରସ୍ପର ସହିତ ସମୟ ବିତାଇବାକୁ ଏବଂ…

ହାପି ବାର୍ଥ ଡେ ଅନିଲ କପୁର : ଜାଣନ୍ତୁ କିପରି ସଂଘର୍ଷମୟ ଥିଲା ତାଙ୍କର ଫିଲ୍ମ କ୍ୟାରିୟର

ମୁମ୍ବାଇ : ମିଷ୍ଟର ଇଣ୍ଡିଆ , ରାମ ଲଖନ , ହମ୍ ଆପକେ ଦିଲ ମେଁ ରହତେ ହେଁ  ଭଳି ବହୁ ସୁପର ହିଟ୍ ଫିଲ୍ମ ରେ ଅଭିନୟ କରି ଦର୍ଶନଙ୍କ ମନ କିଣିଥିଲେ । କେବଳ ଅଭିନୟ ନୁହେଁ ତାଙ୍କର ଫିଟନେସକୁ ନେଇ ବି ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି  । ଆମେ କହୁଛୁ ଅଭିନେତା ଅନିଲ କାପୁରଙ୍କ କଥା  । ତାଙ୍କୁ…

କାଳ୍ପନିକ ସୌନ୍ଦର୍ଯ୍ୟ ଅପେକ୍ଷା ନିଚ୍ଛକ ସତ୍ୟ ହିଁ ମୋ ରଚନାର ଆଧାର : ଅନନ୍ତାଂଶୁ ଜେନା

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଅନନ୍ତାଂଶୁ ଜେନାଙ୍କ ସହ ‘ସ୍ୱଳ୍ପ ଆଳାପ’…

ପୁରୀ ଶ୍ରୀମନ୍ଦିର ଭଳି ଗୋଆରେ ମଧ୍ୟ ଅଶ୍ଳୀଳ ପୋଷାକ ପିନ୍ଧିଲେ ମନ୍ଦିରକୁ ନୋ ଏଣ୍ଟ୍ରି

ପାଣାଜି: ଗୋଟିଏ ପଟେ ପୁରୀ ଶ୍ରୀମନ୍ଦିରରେ ଦର୍ଶନ ବେଳେ ଶୃଙ୍ଖଳିତ ପୋଷାକ ଉପରେ ଗୁରୁତ୍ବାରୋପ କରି ମନ୍ଦିର ପ୍ରଶାସନ ଜାନୁଆରୀ ଏକରୁ ନିୟମ କଡାକଡି କରିବାକୁ ଯାଉଛି। ଏହି ସମୟରେ ଗୋଆରେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ମନ୍ଦିରରେ ପ୍ରବେଶ ବେଳେ ଡ୍ରେସ୍ କୋଡ୍ କଡ଼ାକଡ଼ି ଲାଗୁ କରିବାକୁ…

ଇଭିଏମର ବିଶ୍ବସନୀୟତାକୁ ନେଇ କାହିଁକି ପ୍ରଶ୍ନ ଉଠାଇଲେ ମନ୍ତ୍ରୀ ରାଜା ସ୍ବାଇଁ?

ପୁରୀ: ଆସନ୍ତା ୨୦୨୪ ନିର୍ବାଚନ ପୂର୍ବରୁ ଶାସକ ବିଜୁ ଜନତା ଦଳ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଉପରେ ଆସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁରୀରେ ଏକ କାର୍ଯ୍ୟକ୍ରମରେ ବିଜେଡି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଇଭିଏମ୍ ର ଅଖଣ୍ଡତାକୁ ନେଇ ସନ୍ଦେହ ପ୍ରକାଶ କରିବା ପରେ…