Latest Odisha News

BREAKING NEWS

ଖ୍ରୀଷ୍ଟମାସରେ ଗାଜା ଶରଣାର୍ଥୀ ଶିବିରରେ ଭୟଙ୍କର ବୋମାମାଡ: ୭୦ ମୃତ

ନୂଆଦିଲ୍ଲୀ:ଇସ୍ରାଏଲ-ହମାସ ଯୁଦ୍ଧର ୮୦ ବିତିଗଲାଣି । ଆଜି ଖ୍ରୀଷ୍ଟମାସରେ ଗାଜାରେ ଏୟାର ଷ୍ଟ୍ରାଇକ କରାଯାଇଛି ।  ଏହି ଆକ୍ରମଣରେ ଶିଶୁଙ୍କ ସମେତ ୭୦ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଗାଜା ପଟ୍ଟିରେ ଏହି ଆକ୍ରମଣ ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି କୁହାଯାଉଛି । ରବିବାର…

ବ୍ୟାପକ ସୁରକ୍ଷା ବଳୟ ମଧ୍ୟରେ ଖ୍ରୀଷ୍ଟମାସ ଓ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ପ୍ରସ୍ତୁତ ଭୁବନେଶ୍ବର

ଭୁବନେଶ୍ୱର: ଖ୍ରୀଷ୍ଟମାସ ଓ ଜିରୋ ନାଇଟ୍ ସେଲିବ୍ରେସନକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କମିଶନରେଟ୍ ପୁଲିସ ପକ୍ଷରୁ ସହରବାସୀଙ୍କ ସୁରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ…

ଟ୍ରାଫିକରେ ରୁନ୍ଧି ହୋଇଗଲେ ଲୋକେ, ଗାଡ଼ି ଧୂଆଁ ଭିତରେ ତିନି ଘଣ୍ଟା ଛିଡ଼ା ହେଲେ ଲୋକେ

ବେଙ୍ଗାଲୁରୁ: ଖ୍ରୀଷ୍ଟମାସ ସାଙ୍ଗକୁ ରବିବାର ଭାବିପାରୁଥିବେ ସହର ମଝିରେ ହେଉ ଅବା ଜାତୀୟ ରାଜପଥର ଦୃଶ୍ୟ କେମିତି ଥିବ ଅନୁମାନ କରିପାରୁଥିବେ। ଯାହ ଦେଖିବାକୁ ମିଳିଥିଲା ଦେଶର ଆଇଟି ସିଟି ବେଙ୍ଗାଲୁର ରାସ୍ତାରେ।  ଏସିଆର ଫିନିକ୍ସ ମଲରେ ଲୋକେ ଭିଡ଼ ଜମାଉଥିବା ବେଳେ ୧୦୦ ଫୁଟ ଉଚ୍ଚତାରେ ଠିଆ…

ସ୍ବାସ୍ଥ୍ୟ ବୀମାର ସୁବିଧା ପାଇବାକୁ ହସ୍ପିଟାଲରେ ୨୪ ଘଣ୍ଟା ରହିବା ନିତାନ୍ତ ଜରୁରୀ କି?

ନୂଆଦିଲ୍ଲୀ: ଜାତୀୟ ଉପଭୋକ୍ତା ଆୟୋଗ ବୀମା କଭରେଜ୍ ପାଇଁ ସର୍ବନିମ୍ନ ୨୪ ଘଣ୍ଟିଆ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତାକୁ ନେଇ ଚିନ୍ତା ପ୍ରକଟ କରିଥିବାରୁ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଏଥିରେ ହସ୍ତକ୍ଷେପ କରିଛି। ଡାକ୍ତରୀ ଜ୍ଞାନକୌଶଳର ଉନ୍ନତି ଯୋଗୁଁ କିଛି ଘଣ୍ଟା ମଧ୍ୟରେ ଅନେକ…

ଖ୍ରୀଷ୍ଟମାସ ମଧ୍ୟ ରାତ୍ରିରେ ଯୀଶୁଙ୍କ ଆଗମନକୁ କ୍ୟାରୋଲ୍ ଏବଂ ଲୋକଙ୍କ ଗହଳିରେ ସ୍ୱାଗତ

ଭୁବନେଶ୍ୱର: ବିଶ୍ୱବ୍ୟାପୀ ଖ୍ରୀଷ୍ଟିଆନମାନଙ୍କ ପାଇଁ ଅତ୍ୟନ୍ତ ଧାର୍ମିକ ମହତ୍ତ୍ୱର ପର୍ବ ଖ୍ରୀଷ୍ଟମାସ ଯୀଶୁଙ୍କ ଅବତାରକୁ ସ୍ମରଣ କରେ। ଯାହା ପରମେଶ୍ୱରଙ୍କ ପ୍ରେମ ଏବଂ ମୁକ୍ତିକୁ ସୂଚିତ କରେ । ତଥାପି ଏହା ଧାର୍ମିକ ସୀମା ଅତିକ୍ରମ କରି ସୁଖ, ଉଦାରତା ଏବଂ ଦାନ କାର୍ଯ୍ୟ ଦ୍ୱାରା ପରିଚିତ ଏକ…

ଭାଷା ଭାଗବତ : ସଂଶୋଧକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କଷ୍ଟ ଟିକିଏ ହେଉଥିଲେ ଲେଖଂତିନାହିଁ କେବେହେଲେ ବାଂଟିଲେ ବଢ଼ୁଥାଏ ଜ୍ଞାନ ଅଥଚ କମୁଥାଏ ଧନ ଶିଖିଲେ ଦିଏଁ ମୁଁ ଶିଖାଇ ଶୁଦ୍ଧ ଓ ଅଶୁଦ୍ଧ ଦେଖାଇ ମୁଁ ନିଜେ ପ୍ରଥମ ପାଠକ ତେଣୁ ହୁଏଁ ମୁଁ ସଂଶୋଧକ…

ବଲାଙ୍ଗୀରରେ ଦାଦନ ଚାଲାଣ: ୭ ନାବାଳକଙ୍କ ସମେତ ୧୫ ଉଦ୍ଧାର

ବଲାଙ୍ଗୀର: ଜିଲ୍ଲା ପୁଲିସ ରବିବାର ୭ ଜଣ ନିରୀହ ଶିଶୁଙ୍କ ସମେତ ୧୫ ଜଣ ଦାଦନ ଶ୍ରମିକଙ୍କୁ ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ ବେଳେ ଦଲାଲଙ୍କ କବଳରୁ ଉଦ୍ଧାର କରିଛି। ଏହି ଗରିବ ଲୋକଙ୍କୁ ବେଆଇନ ଭାବେ ହାଇଦ୍ରାବାଦ ନିଆଯାଉଥିବା ବେଳେ କର୍ତ୍ତୃପକ୍ଷ ହସ୍ତକ୍ଷେପ କରିଥିଲେ। ଏହି ଜଘନ୍ୟ…

ଜନ୍ମିଦନ ଭୋଜି ଖାଇବା ପରେ ବାଲିଗୁଡ଼ାରେ ଅନେକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି

କନ୍ଧମାଳ: ବାଲିଗୁଡ଼ାରେ ଏକ ଜନ୍ମଦିନ ପାର୍ଟିରେ ଖାଦ୍ୟ ଖାଇ ୩୦ରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହା ଉତ୍ସବମୁଖର ପରିସ୍ଥିତିକୁ ଫିକା କରି ଦେଇଛି। ଶୁକ୍ରବାର କଲ୍ୟାଣ ମଣ୍ଡପରେ ଏକ ଭୋଜିର ଆୟୋଜନ କରାଯାଇଥିଲା। ପାର୍ଟିର କିଛି ଘଣ୍ଟା ପରେ, ଅନେକ ଅତିଥି ଫୁଡ୍ ପଏଜନିଂର ଲକ୍ଷଣ ଅନୁଭବ…

ନବୀନ ନିବାସଠୁ ଅଳ୍ପ ଦୂରରେ ସଂଘବଦ୍ଧ ଆକ୍ରମଣ, ପୋଲିସ ପାଟ୍ରୋଲିଂ ଉପରେ ଉଠିଲା ପ୍ରଶ୍ନବାଚୀ

ଭୁବନେଶ୍ୱର: ରବିବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ଭୁବନେଶ୍ୱର ଏୟାରପୋର୍ଟ ଛକ ନିକଟରେ ୨୦ରୁ ୩୦ ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରିଛନ୍ତି। ରାକା ଓ ଶିବା ନାମକ ଯୁବକ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ଉଭୟ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବୋଲି…

ପୁଣି ବିବାଦରେ କଲ୍ୟାଣ ବାନାର୍ଜୀ: ସାଧାରଣ ସଭାରେ କଲେ ଧନଖଡ ଓ ମୋଦିଙ୍କ ମିମିକ୍ରି

ନୂଆଦିଲ୍ଲୀ:ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ପୁଣି ଥରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ମିମିକ୍ରି କରିଛନ୍ତି । କଲ୍ୟାଣ ଚକ୍ରବର୍ତ୍ତୀ ସଂସଦୀୟ କ୍ଷେତ୍ର ଶ୍ରୀରାମ ପୁରରେ ଏକ ସଭାରେ ଧନଖଡଙ୍କର ପୁଣି ମିମିକ୍ରି କରିଛନ୍ତି । ଖାଲି ଧନଖଡଙ୍କର ନୁହେଁ, ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟ…