ସାନ ଜ୍ୱାଇଁର ଛୁରାମାଡ଼ରେ ଜଣଙ୍କ ମୃତ୍ୟୁ, ୪ ଗୁରୁତର ଆହତ
ପୁରୀ: ପାରିବାରିକ କଳହକୁ ନେଇ ସାନ ଜ୍ୱାଇଁର ଆକ୍ରମଣରେ ପରିବାରର ଜଣେ ମୃତ ଓ ୪ ଗୁରୁତର ଆହତ। ଏଭଳି ଅଭାବନାୟ ଘଟଣା ଘଟିଛି ପୁରୀ ଜିଲ୍ଲା ମାଳିଯାଗା ନିକଟରେ। ମୃତକ ହେଲେ ପୁତୁରା ସୌମ୍ୟ ରଞ୍ଜନ ପ୍ରଧାନ। ଆହତମାନେ ହେଲେ ମୃତ ସୌମ୍ୟଙ୍କ ମାଆ ଗୀତା ରାଣୀ ଦାସ, ବାପା ସୁକାନ୍ତ ପ୍ରଧାନ, ଆଈ…