ବିଜେଡ଼ିର ନୂଆ ‘ମିଡ଼ିଆ ଟିମ୍’ ଘୋଷଣା କଲେ ନବୀନ
ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଏକ ୩୧ ଜଣିଆ ପରିବର୍ଦ୍ଧିତ ମିଡ଼ିଆ ଟିମ୍ ଘୋଷଣା କରିଛନ୍ତି ।
ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡ଼ି ନେତା ସସ୍ମିତ ପାତ୍ରଙ୍କୁ ଏହି ମିଡ଼ିଆ ଟିମର କୋଅର୍ଡ଼ିନେଟର୍ ଭାବେ ନିଯୁକ୍ତ ହୋଇଥିବା ବେଳେ…