ବିଜେପିରେ ସାମିଲ ହେବେ କହିଲେ ରାଜୁ ଦାସ,ଆହୁରି ରୋଚକ ହେବ ଧାମନଗର ଗଣିତ
ଭଦ୍ରକ: ବିଜୁ ଜନତା ଦଳର ପୂର୍ବତନ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଦଳ ବଦଳାଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ ମାର୍ଚ୍ଚ ୪ତାରିଖରେ ବିଜେପି ଶିବିରରେ ଯୋଗଦେବା ନେଇ ନିଶ୍ଚିତ କରିଛନ୍ତି।
ଜଣେ ବିଶ୍ୱସ୍ତ…