‘ପଠାନ୍’ର ରେକର୍ଡ ଭାଙ୍ଗିବ ‘ଗଦର-୨’: ୪ କୋଟି ଟପିିଲାଣି ଆଡ଼ଭାନ୍ସ ଟିକେଟ୍ ବୁକିଂ
ମୁମ୍ବାଇ: ଆଉ ମାତ୍ର ୪ ଦିନ ପରେ ରିଲିଜ୍ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ । ଦର୍ଶକ ମଧ୍ୟ ଏହି ଫିଲ୍ମର ରିଲିଜକୁ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଏହାପୂର୍ବରୁ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି । ଏହାର ପ୍ରଥମ ଦିନରେ ପ୍ରାୟ ୩୦ ହଜାରରୁ ଅଧିକ ଟିକେଟ ବିକ୍ରି…