ଗୋବିନ୍ଦା @୬୦ : ୯୦ ଦଶକରେ ନିଜ ଅଭିନୟ ଓ ଡ୍ୟାନ୍ସର ଜାଦୁରେ ୩ ଖାନଙ୍କୁ ପଛରେ ପକାଇଥିଲେ
ମୁମ୍ବାଇ: ହିନ୍ଦୀ ସିନେମା ଜଗତରେ ୯୦ ଦଶକକୁ ସବୁଠାରୁ ସ୍ବତନ୍ତ୍ର ବୋଲି ବିବେଚନା କରାଯାଏ । ଏହା ଏପରି ଏକ ସମୟ ଥିଲଶ , ଯେତେବେଳେ ଅନେକ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଥିଲା । ସେ ସଙ୍ଗୀତ ହେଉ କିମ୍ବା ଚଳଚିତ୍ର । ୯୦ ଦଶକର ଖାସିଅତ୍ କିଛି ଅଲଗା ଥିଲା । ଯଦି ଆମେ ୯୦ ଦଶକର ଅଭିନେତା…