ପାଞ୍ଚ ହଜାରରେ ବୁଲି ଯାଆନ୍ତୁ କାଶ୍ମୀର ଠାରୁ କନ୍ୟାକୁମାରୀ
ଭୁବନେଶ୍ଵର: ସମସ୍ତଙ୍କ ଜୀବନର ପ୍ରାୟତଃ ଏହି ସ୍ଵପ୍ନ ଥାଏ ଯେ ସେମାନେ ଭାରତର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ବୁଲି ଦେଖିବେ । ଭାରତର ବିଭିନ୍ନ ସଂସ୍କୃତି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବେ | କାଶ୍ମୀରର ବରଫ ଚାଦରର ସୌନ୍ଦର୍ଯ୍ୟରୁ କନ୍ୟାକୁମାରୀର ସେଇ ସୁନ୍ଦର…