ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ନୱାଜୁଦ୍ଦିନ ସିଦ୍ଦିକି ଙ୍କ ‘ସୈଂଧବ’ ଲୁକ୍, ଦେଖନ୍ତୁ ଭିଡିଓ
ମୁମ୍ବାଇ: ଫିଲ୍ମ 'ସୈଂଧବ' ରୁ ତେଲୁଗୁ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବେ ବଲିଉଡର ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି । ସୈଲେଶ କୋଲାନୁଙ୍କ ଦ୍ବାରା ଲେଖିତ ଏବଂ ନିର୍ଦ୍ଦେଶିତ ହୋଇଛି ଏହି ତେଲୁଗୁ ଫିଲ୍ମ । ଭେଙ୍କଟେଶ ଦଗ୍ଗୁବତୀ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଏବଂ…