ଭାଷା ଭାଗବତ : ଶିକ୍ଷା ନିରଂତର
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଆଗ ପୂରୁ ମୋ ଜ୍ଞାନ-କୁଂଭ
ତା'ପରେ ହେବ କାର୍ଯାରଂଭ
ହେବି କି ହେବିନାହିଁ ଗୁରୁ
ଶିଷ୍ୟପଣ କେବେ ନ ସରୁ
ସବୁବେଳେ ଶିଖିବି ଆଉ
ଜୀବନ ମୋର ସରିଯାଉ
ବଢ଼ୁଥାଉ ଜ୍ଞାନର ଭାଉ
ଜ୍ଞାନାଂତ କେବେ ବି ନ ହେଉ
ଦେଖାଇବି ଓ ଚଖାଇବି…