Latest Odisha News

BREAKING NEWS

‘ଗୋଟିଏ ସମୟରେ ଲାଗୁଥିଲା ଜୀବନ ବଞ୍ଚିବନି’: ଅଭିଯୁକ୍ତ ଯୁବକଙ୍କୁ କବ୍ଜା କରିଥିବା ବିଏସପି ସାଂସଦ ବଖାଣିଲେ ଅନୁଭୂତି

ନୂଆଦିଲ୍ଲୀ: ଆଜି ସଂସଦ ଆକ୍ରମଣ ଘଟଣାକୁ ଠିକ ୨୨ ବର୍ଷ ବିତିଲା । ସେଦିନର ସେ ଭୟଙ୍କର ସ୍ମୃତି ମନରୁ ଲିଭି ନ ଥିବାବେଳେ ନୂଆ ସଂସଦ ଭବନରେ ଆଜିର ଦିନରେ ଏମିତି ଏକ ଘଟଣା ଘଟିବ କେହି ସ୍ୱପ୍ନରେ ବି ଭାବି ନ ଥିଲେ । ବୁଧବାର ସଂସଦର ଶୀତକାଳିନ ଅଧିବେଶନ ଚାଲିଥିବାବେଳେ ଲୋକସଭାରେ ବିଜେପି…

ସଂସଦରେ ଆତଙ୍କବାଦୀ ଆକ୍ରମଣକୁ ୨୨ ବର୍ଷ, ସହିଦଙ୍କ ବଳିଦାନକୁ ମନେ ପକାଉଛି ସମଗ୍ର ଦେଶ

ନୂଆଦିଲ୍ଲୀ: ସଂସଦରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ୨୨ ବର୍ଷ ପୁରିଛି । ୨୦୦୧ ମସିହା ଡିସେମ୍ବର ୧୩ ତାରିଖ ଆଜିର ଦିନରେ ଦେଶର ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ସଂସଦ ଉପରେ ହୋଇଥିଲା ଆତଙ୍କୀ ହମଲା । ଯେଉଁଥିରେ ପ୍ରାଣ ହରାଇଥିଲେ ୯ ଜଣ ସୁରକ୍ଷାକର୍ମୀ । ଆଜିର ଏହି କଳା ଦିନରେ ସହିଦଙ୍କ…

ଥମୁନି ମଣ୍ଡି ଯନ୍ତ୍ରଣା, କମୁନି ଚାଷୀ ଦୁର୍ଦ୍ଦଶା

ନୂଆପଡା : ଗୋଟେପଟେ ଜିଲ୍ଲା ପ୍ରଶାସନ ମଣ୍ଡି ମାନଙ୍କରେ ସୁଦୃଢ଼ ଭିତ୍ତିଭୂମିର ଡିଣ୍ଡିମ ପିଟୁଛି  । ହେଲେ  ବରଗାଁ ମଣ୍ଡିରେ  ଶୀତ କାକରରେ ଖୋଲା ଆକାଶ ତଳେ ଚାଷୀ ଧାନ କୁ ଜଗିରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମଣ୍ଡିରେ ସଠିକ ଭିତ୍ତିଭୂମି ସାଙ୍ଗକୁ କଟନୀ ଛଟନୀ ନକରିବା ପାଇଁ ନିର୍ଦେଶ…

ବାଧକ ସାଜିଲା ଭଙ୍ଗା ପୋଲ : ଆସିପାରିଲାନି ଆମ୍ବୁଲାନ୍ସ, ରୋଗୀଙ୍କୁ ବୋହିଲେ ଦେଢ କିଲୋମିଟର

ମୟୁରଭଞ୍ଜ : ପୁଣି ବାଧକ ସାଜିଲା ଭଙ୍ଗାପୋଲ  । ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ  । ବାଧ୍ୟ ହୋଇ ଚେତାଶୂନ୍ୟ ରୋଗୀକୁ ଦେଢକିଲୋମିଟର ବୋହିନେଲେ ପରିବାର ଲୋକ  । ସୂଚନା ମୂତାବକ ଉଦଳା-ବାଲେଶ୍ବର ରାସ୍ତାର କଇଁସାରୀ ଜାମୁଘାଟ  ପୋଲ ଦୀର୍ଘ ଦିନରୁ ଭାଙ୍ଗି ପଡିଛି । ଏହି ପୋଲ ଉପରେ…

ଲୋକସଭା ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ଦୁଇ ଅଜ୍ଞାତ: ସଂସଦ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ : ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ୨୨ ବର୍ଷ ପୂରିଛି । ଏହି ଆତଙ୍କୀ ଆକ୍ରମଣରେ ଦେଶର ୯ ଜଣ ବୀର ଯବାନ ସହିଦ ହୋଇଥିଲେ । ଆଜି ମଧ୍ୟ ସେମିତି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଯାହା ସଂସଦ ଭବନର ସୁରକ୍ଷା ବ୍ୟବସ୍ଥାକୁ ନେଇ ସବୁଠୁ ବଡ…

କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ: ଜାଲ ନୋଟ୍ କାରବାରକୁ ଆତଙ୍କବାଦୀ କାର୍ଯ୍ୟ ଭାବେ ବିଚାର କରାଯିବ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଛି ଜାଲ୍ ନୋଟ କାରବାର । ଯେଉଁଥିପାଇଁ ଦେଶରେ ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି ହେଉଛି । ଏହାକୁ ରୋକିବାକୁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାର ‘ଆତଙ୍କବାଦ’ର ଆଇନଗତ ସଂଜ୍ଞାରେ ସଂଶୋଧନ କରିଛନ୍ତି ।…

ପୁରା ହେଲା ଦୀର୍ଘ ଦିନର ସ୍ବପ୍ନ : ବ୍ରିଜର ଶିଳାନ୍ୟାସ କଲେ ବିଧାୟକ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୁରା ହୋଇଛି । ବହୁ ପ୍ରତିକ୍ଷିତ ବୀରମହାରାଜପୁର - ମାଣିକପୁର ରାସ୍ତାରେ ହରିହର ଜୋର ଉପରେ ଏକ ସେତୁ ପାଇଁ ଶିଳାନ୍ୟାସ କରିଛନ୍ତି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା । ଏହାଦ୍ବାରା ପ୍ରାୟ ୫ଟି ପଞ୍ଚାୟତର ହଜାର ହଜାର ଲୋକ…

ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ : ଅଭିଯୁକ୍ତ କଲେଜ ଅଧ୍ୟକ୍ଷଙ୍କୁ ଖୋଜୁଛି ପୋଲିସ

ଜୟପୁର: ଥମୁନି ଲଜ୍ଜା  । ଘରୋଇ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଜୟପୁର ସହରରେ  । ସୂଚନା ମୂତାବକ ଜୟପୁର ସହରରେ ଥିବା ଏକ ଘରୋଇ କଲେଜର ପ୍ରିନ୍ସପାଲ ହଷ୍ଟେଲରେ ରହୁଥିବା ଛାତ୍ରୀ ମାନଙ୍କୁ ଦୁଷ୍କର୍ମ କରୁଥିବା ଅଭିଯୋଗ…

ଜାପାନର ବୟୋଜ୍ୟେଷ୍ଠ ମହିଳାଙ୍କ ୧୧୬ ବର୍ଷରେ ପରଲୋକ

ଟୋକିଓ: ବିଶ୍ୱର ଦ୍ୱିତୀୟ ଓ ଜାପାନର ବୟୋଜ୍ୟେଷ୍ଠ ମହିଳା ଫୁସା ତତସୁମିଙ୍କ ୧୧୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କାଶିୟାରା ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ସେ ତାଙ୍କର ପ୍ରିୟ ଖାଦ୍ୟ ବୀନ ପେଷ୍ଟ ଜେଲି ଖାଇବାର କିଛି ସମୟ ପରେ ମୃତ୍ୟୁବରଣ କରିଥିଲେ । ଗତ ବର୍ଷ ୧୧୯…

ହାଇଓ୍ବା-କାର ମୁହାଁମୁହିଁ ଧକ୍କା, ୪ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ହାଇୱା ଓ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଜିଲ୍ଲାର ଟିମାଝଲା ଛକ ନିକଟ ଦେଇ ଯାଇଥିବା ୩୨୬ ନମ୍ବର୍ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା ।…