ଅତ୍ୟଧିକ କେଶ ଝଡ଼ୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର
ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଯୁବପିଢିଙ୍କ ମଧ୍ୟରେ କେଶ ଝଡ଼ିବା ଏକ ସାଧାରଣ ଘଟଣା ହୋଇଯାଇଛି। ବିଭିନ୍ନ ଦାମୀ ବ୍ରାଣ୍ଡର ଶାମ୍ପୂ କିମ୍ବା କଣ୍ଡିସନର ବ୍ୟବହାର କଲାପରେ ବି ଆପଣଙ୍କ କେଶ ସମସ୍ୟା ଦୂର ହେଉନାହିଁ। ତେବେ ଚିନ୍ତା କରନ୍ତୁ ନାହିଁ। କିଛି ଘରୋଇ ଉପଚାର ଦ୍ଵାରା ଏଭଳି ସମସ୍ୟା…