ବିହାରରେ SIR ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ, ୱେବସାଇଟରେ ସୂଚନା ଅପଲୋଡ୍ କଲେ ନିର୍ବାଚନ କମିଶନ
ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବହୁ ମାସ ଧରି ଚାଲିଥିବା SIR ପ୍ରକ୍ରିୟା ପରେ ଭାରତୀୟ ନିର୍ବାଚନ କମିଶନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି। କମିଶନ ଏହି ସୂଚନାକୁ ତାଙ୍କ ୱେବସାଇଟରେ ଅପଲୋଡ୍ କରିଛନ୍ତି, ଏବଂ ଲୋକମାନେ ସେଠାରେ ଅଦ୍ୟତମ ସୂଚନା ପାଇପାରିବେ।…