ମ୍ୟାଟ୍ରିକ ପରୀକ୍ଷା ପାଇଁ କିପରି କରିବେ ‘ଆଡ଼ମିଟ କାର୍ଡ’ ଡାଉନଲୋଡ, ଜାଣନ୍ତୁ…
କଟକ: ଆସନ୍ତା ଫେବୃଆରୀ ୬ ତାରିଖରୁ ମାଟ୍ରିକ ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ ମିଳିବ ।
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆସନ୍ତା ଫେବୃଆରୀ ୧୯ ତାରିଖରୁ ରାଜ୍ୟର ୨୮୮୮ କେନ୍ଦ୍ରରେ ଏହି ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ।
ସୋମବାର ଡିନ ବୋର୍ଡ଼ ଅଧିକାରୀ ପ୍ରଦାନ କରିଥିବା…