ବାପା,ମା’ଙ୍କ ଠାରୁ ଅଲଗା କରି ଅନାଥ କରିଦେଲେ ଭଗବାନ, ଆପଣାଇନେଲେ ଫିନଲ୍ୟାଣ୍ଡ ମହିଳା
ସମ୍ବଲପୁର: ଦିନେ ଭାଗବାନ କୁନି ଶିଶୁ ଖୁସିଠୁ ତା’ ବାପାମା’ଙ୍କୁ ଛଡ଼ାଇ ନେଇଥିଲେ । ଆଜି ଆପଣାଇନେଲେ ଫିନଲ୍ୟାଣ୍ଡ ମହିଳା । ସମ୍ବଲପୁର ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନାଥ ଶିଶୁ ଖୁସିକୁ ମିଳିଛି ମା’ଙ୍କ ପରିଚୟ । ଆଜି ପାଖରେ ମା’ଙ୍କୁ ପାଇ ଖୁସିରେ ଆତ୍ମହରା ଖୁସି । ଶିଶୁ କନ୍ୟା…