ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ‘ପ୍ରାଚୀ ଅବବାହିକା’ ଲୋକାର୍ପିତ
ଭୁବନେଶ୍ୱର : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଓଡ଼ିଶା ନାଗରିକ ମହାମଞ୍ଚ ପକ୍ଷରୁ ଐତିହାସିକ, ଗବେଷକ, ସାହିତ୍ୟିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ୮୩ତମ ଜନ୍ମଦିବସ ଅବସରରେ ତାଙ୍କ ସାରସ୍ୱତ କୃତି ‘ପ୍ରାଚୀ ଅବବାହିକା’ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର…