Latest Odisha News

BREAKING NEWS

ମା’ ରମାଦେବୀ ଚେୟାରର ଶୁଭାରମ୍ଭ

ଭୁବନେଶ୍ୱର: ମହିଳାମାନଙ୍କ ଚିରନ୍ତନ ବିକାଶ, ସଶକ୍ତିକରଣ ସମେତ ସମାଜ ବିଜ୍ଞାନ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ଭାବେ ଆରମ୍ଭ ହୋଇଛି ମା’ ରମାଦେବୀ ଚେୟାର । ଲିଙ୍ଗଗତ ସମାନତା, ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ ଉପରେ ଏହି ଚେୟାର ପ୍ରାଧାନ୍ୟ ଦେବ । ମା’ ରମାଦେବୀ…

ଅଜିତ ଅଗରକର ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା

ମୁମ୍ବାଇ:  ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଟିମ୍ ଇଣ୍ଡିଆର ପୂର୍ବତନ ପେସ ବୋଲର ଅଜିତ ଅଗରକରଙ୍କୁ ପୁରୁଷ ଜାତୀୟ ଦଳର ଚୟନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି। ଏହା ପୂର୍ବରୁ ଚେତନ ଶର୍ମା ମୁଖ୍ୟ ଚୟନକର୍ତ୍ତା ଥିଲେ। ସୁଲକ୍ଷଣା ନାଏକ, ଅଶୋକ ମାଲହୋତ୍ରା…

ମୁମ୍ବାଇରେ ବିଳାସପୂର୍ଣ୍ଣ ଘର କିଣିଲେ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ନାଣ୍ଡିସ୍ ମୁମ୍ବାଇରେ ଏକ ନୂଆ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ଏହି ନୂଆ ଘର ବାନ୍ଦ୍ରା ୱେଷ୍ଟର ପାଲି ହିଲ୍ ଅଞ୍ଚଳରେ ରହିଛି । ଏହି ନୂଆ ଘରର କିଛି ଫଟୋ ନିଜେ ଜ୍ୟାକ୍‌ଲିନ୍ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ବିଳାସପୂର୍ଣ୍ଣ ଘରେ ଏକ ପୁଲ,…

ଏମର୍ଜିଂ ଏସିଆ କପ କ୍ରିକେଟରେ ଭାରତ ଏ ଟିମର ନେତୃତ୍ୱ ନେବେ ୟଶ

ନୂଆଦିଲ୍ଲୀ: ଏମର୍ଜିଂ ଏସିଆ କପ କ୍ରିକେଟ ପାଇଁ ଘୋଷିତ ଭାରତୀୟ ଦଳର ନେତୃତ୍ୱ ନେବେ ୟଶ ଢ଼ୁଲ । ୧୩ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ ପାଇଁ ଭାରତୀୟ ଦଳ ମଧ୍ୟ ଘୋଷଣା କରାଯାଇଛି । ଭାରତ ଏ ଗ୍ରୁପ ବି’ରେ ନେପାଳ, ୟୁଏଇ ଓ ପାକିସ୍ତାନ ଟିମ ସହ ସ୍ଥାନ ପାଇଛି । ୧୩, ୧୫…

ବିଜେବି କଲେଜରେ ଦୁଇ ଗୋଷ୍ଠୀ ମଧ୍ଯରେ ସଂଘର୍ଷ

ଭୁବନେଶ୍ୱର: ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଙ୍ଗଳବାର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। କିଛି ଜୁନିୟର ଛାତ୍ରଙ୍କୁ ନିଜ ରାଜନୈତିକ ଦଳରେ ସାମିଲ କରାଇବା ପାଇଁ ବରିଷ୍ଠ ଛାତ୍ରଙ୍କ ଏକ ଗୋଷ୍ଠୀ ଉଦ୍ୟମ କରିବାରୁ ଏହି ଗଣ୍ଡଗୋଳ ସୃଷ୍ଟି…

ଟ୍ରେନ ଦୁର୍ଘଟଣାକୁ ପୂରିଲାଣି ମାସେ, ଏବେ ବି ହସ୍ପିଟାଲରେ ପଡି ରହିଛି ୫୨ରୁ ଊର୍ଦ୍ଧ୍ୱ ମୃତ ଦେହ

ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ଘଟଣାର ମାସକ ପରେ ବି ଭୁବନେଶ୍ୱର ଏମ୍ସରେ ୫୦ରୁ ଊର୍ଦ୍ଧ୍ୱ ମୃତ ଦେହ ପଡ଼ି ରହିଛି। ଏହି ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରରେ ୮୧ଟି ଶବ ରହିଥିଲା, ସେଥିମଧ୍ୟରୁ ୨୯ଟି ଶବକୁ ଡିଏନ୍ଏ ପରୀକ୍ଷା ଦ୍ୱାରା ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୨୨ଟି ଶବ ବ୍ୟବଚ୍ଛେଦ…

ଲୋକଙ୍କ ପାଖକୁ ଯାଇ ସମସ୍ୟା ସମାଧାନକୁ ବିରୋଧ କାହିଁକି: ବିଜେଡି

ଭୁବନେଶ୍ୱର: ଭୁବନେଶ୍ୱରର ଶୀତତାପ ନିୟନ୍ତ୍ରିତ ଚାମ୍ବରରେ ବସି ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିବା ପରିବର୍ତ୍ତେ, ଗାଁ ଗହଳିରେ ରହୁଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ କରିବା ଭଲ ନୁହେଁ କି ? କାହିଁକି କିଛି ଲୋକ ଏଭଳି ପଦକ୍ଷେପ ଉପରେ କ୍ରୋଧିତ ଏବଂ…

ଆଉ ଜଣେ ଗୋଲଡେନ ଆଓ୍ୱାରର ହିରୋ: ଆହତଙ୍କ ଜୀବନ ବଞ୍ଚାଇଲେ ବିଧାୟକ ଲଳିତେନ୍ଦୁ

ପୁରୀ: ଆଉ ଜଣେ ଗୋଲଡେନ ଆଓ୍ୱାରର ହିରୋ। ମାନବିକତାର ପରିଚୟ ଦେଇ ବିଜେପି ବିଧାୟକ ଲଳିତେନ୍ଦୁ ମହାପାତ୍ର ମଙ୍ଗଳବାର ଦିନ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦମ୍ପତିଙ୍କୁ ନିଜ କାରରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଇଛନ୍ତି। ବ୍ରହ୍ମଗିରି ନିର୍ବାଚନ…

ଉର୍ଫିଙ୍କ ସହ କାମ କରିବେନି ବୋଲି ରୋକ୍‌ଠୋକ୍ ମନା କଲେ ଅଭିଷେକ

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ସହ କାମ କରିବେ ନାହିଁ ବୋଲି ରୋକ୍‌ଠୋକ୍ ମନା କରିଦେଇଛନ୍ତିି ଅଭିନେତା ଅଭିଷେକ ମାଲହାନ । ଏହା ଶୁଣିବା ପରେ ଉର୍ଫି ଅସନ୍ତୋଷ ପ୍ରକାଶ କରିବା ସହ ଏନେଇ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଅଭିନେତା ଅଭିଷେକ ମାଲହାନ୍ ଏବେ ‘ବିଗ୍ ବସ୍…

ଅଟୋକୁ ଧକ୍କା ଦେଲା ଓଏସଆରଟିସି ବସ୍, ତିନି ଜଣ ଯାତ୍ରୀ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଧୋବାଡି ପାଟପୁର ନିକଟରେ ମଙ୍ଗଳବାର ସକାଳେ ଓଏସ୍ଆରଟିସିର ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅଟୋରେ ଥିବା ତିନି ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପୁରୀ ଅଭିମୁଖେ ଯାଉଥିବା ସରକାରୀ…