ଖରାପ ରକ୍ତ ସଞ୍ଚାଳନ ଯୋଗୁଁ ହୋଇପାରେ ବିପଦ, ଲକ୍ଷଣ ଜାଣି ହୋଇଯାଆନ୍ତୁ ସତର୍କ
ଶରୀରରେ ଠିକ୍ ଭାବରେ ରକ୍ତ ସଞ୍ଚାଳନ ନହେଲେ ମସ୍ତିଷ୍କ, ଲିଭର୍, ହାର୍ଟ, କିଡ୍ନୀ ଓ ଅନ୍ୟ ଅଙ୍ଗ ଉପରେ କୁପ୍ରଭାବ ପଡ଼ିଥାଏ। ସେହିଭଳି ଠିକ୍ ରକ୍ତ ସଞ୍ଚାଳନ ଶରୀରର ତାପମାତ୍ରାକୁ ସନ୍ତୁଳିତ ରଖିଥାଏ। ଏହା ଠିକ୍ ଭାବରେ ନହେଲେ ଶରୀର ତାପମାତ୍ରା ହ୍ରାସ ପାଏ। ଖରାପ ରକ୍ତ ସଞ୍ଚାଳନ ଯୋଗୁଁ…